ପ୍ରସ୍ତୁତ ହେଲା ଦୁନିଆର ସବୁଠୁ ବଡ ରୁଟି, ଯାହାର ଓଜନ ୧୭୧ କିଲୋଗ୍ରାମ
ରାଜସ୍ଥାନର ଭିଲୱାଡାରେ ବିଶ୍ୱର ସବୁଠୁ ବଡ ରୁଟି ତିଆରି ହୋଇଛି ଯାହା ୱାର୍ଲ୍ଡ ରେକର୍ଡ କରିବ ବୋଲି ଦାବି କରାଯାଇଛି । ରବିବାର ଦିନ ରାଜସ୍ଥାନ ଜନମଞ୍ଚର ଜିଲ୍ଲା ଅଧ୍ୟକ୍ଷ କୈଳାସ ସୋନିଙ୍କ ଜନ୍ମଦିବସ ଅବସରରେ ହରିସେବା ଉଦାସୀନ ଆଶ୍ରମରେ ଏହି ରୁଟି ତିଆରି ହୋଇଛି । ଏହି ରୁଟିକୁ ତିଆରି କରିବା…