Browsing Tag

Guinness world record

ପ୍ରସ୍ତୁତ ହେଲା ଦୁନିଆର ସବୁଠୁ ବଡ ରୁଟି, ଯାହାର ଓଜନ ୧୭୧ କିଲୋଗ୍ରାମ

ରାଜସ୍ଥାନର ଭିଲୱାଡାରେ ବିଶ୍ୱର ସବୁଠୁ ବଡ ରୁଟି ତିଆରି ହୋଇଛି ଯାହା ୱାର୍ଲ୍ଡ ରେକର୍ଡ କରିବ ବୋଲି ଦାବି କରାଯାଇଛି । ରବିବାର ଦିନ ରାଜସ୍ଥାନ ଜନମଞ୍ଚର ଜିଲ୍ଲା ଅଧ୍ୟକ୍ଷ କୈଳାସ ସୋନିଙ୍କ ଜନ୍ମଦିବସ ଅବସରରେ ହରିସେବା ଉଦାସୀନ ଆଶ୍ରମରେ ଏହି ରୁଟି ତିଆରି ହୋଇଛି । ଏହି ରୁଟିକୁ ତିଆରି କରିବା…

କାନାଡାର ମାଇକ୍‌ ଜ୍ୟାକ୍‌ କରିଛନ୍ତି ଗିନିସ୍‌ ଓ୍ଵାର୍ଲ୍ଡ ରେକର୍ଡ, ୬ ମିନିଟ୍‌ ୪୯.୨୦ ସେକେଣ୍ଡରେ ଖାଇଲେ ୫୦ ଟି ରାଗ…

ଲୋକମାନେ ଭିନ୍ନ ଭିନ୍ନ କାମ କରି ରେକର୍ଡ କରନ୍ତି । ତାହା ମଧ୍ୟରୁ କିଛି ରେକର୍ଡ ଏପରି ହୋଇଥାଏ, ଯାହାକୁ ଗିନିସ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲି କରାଯାଏ । ସମୟ ସମୟରେ ଏମିତି କିଛି ଅଦ୍ଭୁତ କାମ ଲୋକମାନେ କରି ଦେଖାଇ ଥାନ୍ତି ଯାହା ପାଇଁ ସେମାନଙ୍କର ନାମ ଗିନିସ୍‌ ଓ୍ଵାର୍ଲ୍ଡ ରେକର୍ଡ ରେ…

ବ୍ୟାଡମିଣ୍ଟନ ଷ୍ଟାର ସାତ୍ତ୍ୱିକ ସାଇରାଜ ରଚିଲେ ଗିନିଜ ଓ୍ଵାର୍ଲ୍ଡ ରେକର୍ଡ, ଘଣ୍ଟାପ୍ରତି ୫୬୫ କିମି ସ୍ପିଡରେ ମାରିଲେ…

ଭାରତୀୟ ଷ୍ଟାର ଖେଳାଳି ସାତ୍ତ୍ୱିକ ସାଇରାଜ ରାଙ୍କରେଡ୍ଡୀ ବ୍ୟାଡମିଣ୍ଟନରେ ରେକର୍ଡ କରିଛନ୍ତି । ସାଇରାଜ ୫୬୫ କିମି ପ୍ରତି ଘଣ୍ଟା ସ୍ପିଡରେ ସ୍ମାସ୍‌ ସଟ୍‌ ମାରି ଗିନିଜ ଓ୍ଵାଲର୍ଡ ରେକର୍ଡ କରିଛନ୍ତି । ଇଣ୍ଡୋନେସିଆ ଓପନ ସୁପର ୧୦୦୦ ଟାଇଟଲ ଜିତିଥିବା ସାଇରାଜ ଚିରାଗ ସେଟ୍ଟୀଙ୍କ ସହିତ ମିଶି…

୪ ବର୍ଷ ବୟସରେ ବହି ଛାପିଲେ ଏହି କୁନି ପୁଅ, ଦୁନିଆର ସର୍ବ କନିଷ୍ଠ ଲେଖକ ସାଜି କଲେ ରେକର୍ଡ

ଆପଣ ୪-୫ ବର୍ଷର ପିଲା ଖେଳଣାରେ ଖେଳୁଥିବାର ଦେଖିଥିବେ । ଦୁଷ୍ଟାମୀ କରୁଥିବାର କିମ୍ବା ପଢ଼ିବାକୁ ଅରାଜି ହେଉଥିବାର ଦେଖିଥିବେ । କିନ୍ତୁ କଣ ଆପଣ କେବେ ଜଣେ ଛୋଟ ପିଲାକୁ ଏତେ କମ୍‌ ବୟସରେ ବହି ଲେଖିଥିବାର ଦେଖିଥିବେ ? ବୋଧହୁଏ ନା, କେବେ ଦେଖିନଥିବେ କିନ୍ତୁ ବର୍ତ୍ତମାନ ଜଣେ ୪ ବର୍ଷର ଛୋଟ…

ଦୁନିଆର ସବୁଠାରୁ ଲମ୍ବା କାକୁଡି ଫଳାଇଲେ ଏହି ବ୍ୟକ୍ତି, ଗିନିଜ ଓ୍ଵାଲର୍ଡ ରେକର୍ଡରେ ପାଇଲା ସ୍ଥାନ

ବେଳେ ବେଳେ ଏମିତି କିଛି ଜିନିଷ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଏହି ଜିନିଷ ବେଳେ ବେଳେ ବିଶ୍ୱ ରେକର୍ଡ ମଧ୍ୟ କରିଥାଏ। ତେବେ ଆପଣ କାକୁଡି ନିଶ୍ଚିତ ଖାଇଥିବେ । କାକୁଡି ଖାଇବାକୁ ଅଧିକାଂଶ ଲୋକେ ଭଲପାଆନ୍ତି। ଅନେକ ଲୋକ ଓଜନ କମ୍‌ କରିବା ପାଇଁ କାକୁଡି ଜୁସ୍‌…

ଇଞ୍ଜିନଠୁ ବି ଜୋରରେ ଚିଲାଇ ଗିନିଜ ବୁକରେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକବନ୍ଧୁ ଜୀବନରେ ପ୍ରତିଟି ମଣିଷର କିଛି ନା କିଛି ଟ୍ୟାଲେଣ୍ଟ ରହିଛି । କାହା ପାଖରେ କଣ ରହିଛି ତାହା ତ ଜନ୍ମରୁ ଜଣାପଡିନଥାଏ । ଏକ ନିର୍ଦ୍ଧିଷ୍ଟ ସମୟରେ ଏହି ଗୁଣ ଆବିଷ୍କାର ହୋଇଥାଏ । ଯେମିତିକି ଯଦି ଜଣେ ଆପଣଙ୍କୁ କହେ କି ଜୋରରେ କଥା କୁହ । ତେବେ ଆପଣ କେତେ ଜୋରରେ କହିପାରିବେ ।…

ଓଡ଼ିଆ ପୁଅଙ୍କ ନୂଆ କୀର୍ତ୍ତିମାନ, ୨୪ ଘଣ୍ଟା ହୁଇଲ ଚେୟାର ଚଳାଇ ଗିନିଜ୍‌ ରେକର୍ଡ଼ କଲେ କମଳାକାନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) :  ଓଡ଼ିଆ ପୁଅ କଲେ ଗିନିଜ୍‌ ରେକର୍ଡ଼ । ହୁଇଲ ଚେୟାରରେ କରି ଦେଖାଇଲେ କମାଲ । ଆଜି ସେ କରିଛନ୍ତି ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡ଼ । ଲଗାତର ୨୪ ଘଣ୍ଟା ହୁଇଲ ଚେୟାର ଚଳାଇ ପୂର୍ବର ବିଶ୍ୱ ରେକର୍ଡ଼ ଭାଙ୍ଗିଛନ୍ତି । ସିଏ ହେଉଛନ୍ତି ଓଡ଼ିଆ ପୁଅ ପାରା ଆଥଲେଟ୍‌…

ବାଇସେପ୍‌ରେ ସେଓ ଫଟାଇ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ ରଚିଲେ ମହିଳା; ଦେଖନ୍ତୁ ମନ ଖୁସି ହେବା ଭଳି ଭିଡିଓ

ବାଇସେପ୍‌ରେ ସେଓ ଫଟାଇ ରେକର୍ଡ କଲେ ମହିଳା। ନିଜ ବାଇସେପ୍‌ରେ ସବୁଠୁ ଅଧିକ ସେଓ ଫଟାଇ ଜଣେ ମହିଳା ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ ନିଜ ନାଁରେ କରିଛନ୍ତି। ଗିନିଜ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ପକ୍ଷରୁ ମହିଳାଙ୍କ ସେଓ ଫଟାଉଥିବା ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରାଯାଇଛି। ଲିନ୍‌ସେ…

ଗିନିଜ୍ ବୁକ୍ ରେକର୍ଡ ନିଶା: ଆଙ୍ଗୁଠି ଉପରେ ୩ ଘଣ୍ଟା ୩୫ ମିନିଟ ହକି ଷ୍ଟିକ୍ ବ୍ୟାଲାନ୍ସ କଲେ ଯୁବକ

କଣ୍ଟାବାଞ୍ଝି(କେନ୍ଯୁଜ୍): ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଜାମୁଟଝୁଲା ଗାଁର ରାଜଗୋପାଳ ଭୋଇ। ଯିଏ ଆଙ୍ଗୁଠି ଉପରେ ୩ ଘଣ୍ଟା ୩୫ ମିନିଟ ହକି ଷ୍ଟିକ ବାଲାନ୍ସ କରି ଗିନିଜ ରେକର୍ଡ ପାଇଁ ପ୍ରୟାସ କରିଛନ୍ତି । ତେବେ ପୂର୍ବରୁ ୨ ଘଣ୍ଟା ୨୨ ମିନିଟ ୨୨ ସେକଣ୍ଡ ହକି ଷ୍ଟିକ୍‌ ରଖି ଗିନିଜ…

କ’ଣ ଆପଣ ଦେଖିଛନ୍ତି କି ଏତେ ଛୋଟ ଗାଈ, କରିବାକୁ ଯାଉଛି ବିଶ୍ୱ ରେକର୍ଡ, ପାଖକୁ ଯାଇ ଦେଖି ସାରିଲେଣି ୧୫ ହଜାରରୁ ଅଧିକ…

କରୋନା ଭାଇରସ୍‌ ଯୋଗୁ ବାଂଲାଦେଶରେ ଲକ୍‌ଡାଉନ ଲାଗିଛି। କିନ୍ତୁ ଏଠି ଏମିତି ଏକ ଘଟଣା ଘଟିଛି, ଯାହାକୁ ଦେଖିବା ପାଇଁ ଅସମ୍ଭାଳ ଭିଡ଼ ଜମୁଛି। ଏଠାରେ ୨୬ ଇଞ୍ଚ(୬୬ ସେଣ୍ଟିମିଟର) ଲମ୍ବାର ଏକ ବାଙ୍ଗରା ଗାଈ ନଜର ଆସିଛି, ଯାହାର ମାଲିକ ଦାବି କରିଛନ୍ତି କି, ଏ ହେଉଛି ଦୁନିଆର ସବୁଠାରୁ ଛୋଟ ଗାଈ।…

ପାଣି ଭିତରେ ନିଶ୍ୱାସ ବନ୍ଦ କରି ୫୦ କିଲୋ ଓଜନ ଉଠାଉଛନ୍ତି ଯୁବକ, ଦେଖନ୍ତୁ ଭିଡିଓ

ଅନେକ ଲୋକ ନିଜ ଫିଟନେସକୁ ନେଇ ବହୁତ ସତର୍କ ଥାନ୍ତି ଏବଂ ବଢ଼ିଆ ଫିଟନେସ୍ ପାଇବା ପାଇଁ କଡା ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଘଣ୍ଟା ଧରି ଓ୍ଵାର୍କଆଉଟ ଏବଂ ସନ୍ତୁଳିତ ଆହାର ପରେ ସେ ଏମିତି ଫିଗର ପାଆନ୍ତି ଯେ ନିଜ ଫିଟନେସକୁ ନେଇ ସମସ୍ତଙ୍କୁ ଚକିତ କରିଦିଅନ୍ତି। ଏମିତି ହିଁ ଏକ କାରନାମା…

୬୬୨ ଫୁଟ ଗଭୀର ପାଣି ଭିତରେ ନିଶ୍ବାସ ରୋକି ପହଁରନ୍ତି ଏହି ବ୍ଯକ୍ତି, କଲେ ୱାଲର୍ଡ ରେକର୍ଡ

ଶ୍ବାସକ୍ରିୟା ବନ୍ଦ କରି ଗଭୀର ପାଣିରେ ପହଁରି ବିଶ୍ବ ରେକର୍ଡ ତିଆରି କଲେ ଯୁବକ। ଗୋଟିଏ ନିଶ୍ବାସରେ ୬୬୨ ଫୁଟ୍ ପାଣି ଭିତରେ ପହଁରି ଗିନିଜ୍ ବୁକ୍ ଅଫ ଓ୍ବାର୍ଲଡ ରେକର୍ଡ କଲେ ଡେନ୍ମାର୍କର ଜଣେ ପହଁରାଳି ଷ୍ଟିଗ୍। ୨ ମିନିଟ୍ ୪୨ ସେକେଣ୍ଡ ପ୍ରଶ୍ବାସ ନନେଇ ପାଣି ଭିତରେ ପହଁରିଥିଲେ ଷ୍ଟିଗ୍।…