Browsing Tag

Guinness world records

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା କେବେ ଟାଇପିଂ କରିଥିବେ । ଅଫିସରେ କାମ କରୁଥିବା କର୍ମଚାରୀଙ୍କ ଟାଇପିଂ ବି ସ୍ପିଡ ଥାଏ । ସମସ୍ତେ ନିଜ ଆଙ୍ଗୁଳିରେ ଟାଇପିଂରେ ସ୍ପିଡ ଦେଖାଉଥିବା ବେଳେ ଜଣେ ବ୍ୟକ୍ତି ନାକରେ ଟାଇପିଂ କରି…

ବିଶ୍ୱର ଉଚ୍ଚତମ କୁକୁର ‘ଜିଉସ୍‌’ ଆଉ ନାହିଁ, ମାତ୍ର ୩ ବର୍ଷ ବୟସରେ କ୍ୟାନସରରେ ମୃତ୍ୟୁ; ଶୋକ ପ୍ରକାଶ କଲା ଗିନିଜ୍‌…

ବିଶ୍ୱର ସବୁଠାରୁ ଉଚ୍ଚତମ କୁକୁର ‘ଜିଉସ୍‌’ର ମୃତ୍ୟୁ ଘଟିଛି। ଏହା ଦୁନିଆର ସବୁଠାରୁ ଉଚ୍ଚତମ କୁକୁର ଭାବେ ‘ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌’ରେ ସ୍ଥାନ ପାଇଥିଲା। ଏବେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ ପକ୍ଷରୁ ଜିଉସ୍‌ର ମୃତ୍ୟୁରେ ଏକ ଦୁଃଖପୂର୍ଣ୍ଣ ଟ୍ଵିଟ୍‌ କରାଯାଇଛି।…

ଗିନିଜ୍‌ ବିଶ୍ୱ ରେକର୍ଡ କଲେ ବ୍ୟକ୍ତି! ଦାନ୍ତରେ ଟାଣି ଟାଣି ନେଲେ ୧୫ ହଜାର ୭୩୦ କିଲୋର ଟ୍ରକ୍‌…ଭାଇରାଲ ହେଉଛି ଭିଡିଓ

ସାରା ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସମୟ ସମୟରେ ନିଜର ଅନ୍ତର୍ନିହିତ ଶାରୀରିକ କ୍ଷମତା ପ୍ରଦର୍ଶନ କରନ୍ତି ଏବଂ ଏଥିରେ ଅଦ୍ଭୁତ କାରନାମା କରି ଦେଖାନ୍ତି। ଆଉ ଏହାକୁ ଦେଖି ଲୋକଙ୍କର ଆଶ୍ଚର୍ଯ୍ୟର ସୀମା ରୁହେ ନାହିଁ। ଅନେକ ବାର କିଛି ଲୋକଙ୍କୁ ବିଶ୍ୱ ରେକର୍ଡ କରିବାର ମଧ୍ୟ…

BCCIକୁ ଦ୍ୱିତୀୟ ଥର ମିଳିଲା ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ! ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ୧ ଲକ୍ଷରୁ ଅଧିକ ଦର୍ଶକ…

BCCI ପୁଣିଥରେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଆଇପିଏଲ୍‌ ୨୦୨୨ର ଫାଇନାଲ ମ୍ୟାଚ୍‌ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦର୍ଶକଙ୍କ ମୋଟ ସଂଖ୍ୟା ଥିଲା ୧୦୧,୫୬୬। ପ୍ରଥମ ଥର ବିଶ୍ୱର କୌଣସି ଷ୍ଟାଡିୟମ୍‌ରେ ୧ ଲକ୍ଷରୁ ଅଧିକ ଦର୍ଶକ ଆସି ମ୍ୟାଚ୍‌ ଉପଭୋଗ କରିଥିଲେ, ଯାହାକି ଏକ ବଡ଼…

ବିଶ୍ୱରେ ସବୁଠୁ ଲମ୍ବା କେଶ ରଖିଥିବା ଭାରତୀୟ ଯୁବତୀ ୧୨ ବର୍ଷ ପରେ କଲେ ହେୟାର୍‌ କଟ୍‌, ଦେଖନ୍ତୁ ଭିଡିଓ

ସବୁଠାରୁ ଲମ୍ବା କେଶ ରଖି ନିଜର ହିଁ ରେକର୍ଡ ଭାଙ୍ଗିଥିବା ଭାରତର ନିଲାଂଶୀ ପଟେଲ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ସେ ଅନ୍ୟ ଏକ କାରଣରୁ ଚର୍ଚ୍ଚାରେ ଅଛନ୍ତି। ନିଲାଂଶୀଙ୍କୁ ନେଇ ଫେସ୍‌ବୁକରେ ଶେୟାର କରାଯାଇଥିବା ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି…

ଦେଖନ୍ତୁ Video: ବିଶ୍ୱର ସବୁଠୁ ରାଗୁଆ ଲଙ୍କା ଖାଇ କାନାଡୀୟ ଯୁବକ ବନାଇଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଗୋଟିଏ…

ଆପଣ କେବେ ରିପର ନାଲି ଲଙ୍କା ବିଷୟରେ ଶୁଣିଛନ୍ତି କି? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସାଧାରଣ ଲଙ୍କା ତୁଳନାରେ ରିପର ନାଲି ଲଙ୍କା ୧୫୦୦ ଗୁଣା ଅଧିକ ରାଗ ହୋଇଥାଏ। ନିକଟରେ ଜଣେ କାନାଡୀୟ ଯୁବକ ୯.୭୨ ସେକେଣ୍ଡରେ ୩ଟି ରିପର୍‌ ନାଲି ଲଙ୍କା ଖାଇ ନିଜେ ବନାଇଥିବା ୩ ଗିନିଜ୍‌ ଓ୍ଵାର୍ଲ୍ଡ…

Video ଦେଖିଲେ ହୋଇଯିବେ ସ୍ତବ୍ଧ ! ୧୦୩ ବର୍ଷର ବୃଦ୍ଧ ୧୪,୦୦୦ ଫୁଟ ଉଚ୍ଚରୁ ଡେଇଁଲେ, କଲେ ଗିନିଜ ୱାର୍ଲଡ ରେକର୍ଡ

ଗିନିଜ ୱାର୍ଲଡ ରେକର୍ଡ୍ସ ଏକ ନୂଆ ଭିଡ଼ିଓ ଟୁଇଟ କରିଛି। ଏହି ଭିଡ଼ିଓକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏଥିରେ ବ୍ରିଟେନର ୧୦୩ ବର୍ଷୀୟ ଜଣେ ବୃଦ୍ଧ ଆକାଶରୁ ପାରସୁଟ ଜମ୍ପ କରୁଥିବାର ଦେଖିବାକୁ ମିଳୁଛି। ଅଲଫ୍ରେଡ ଅଲ ବଲାସ୍କେ ନାମକ ଏହି ବୃଦ୍ଧ ବ୍ୟକ୍ତି Oldest Tandem…