Browsing Tag

gujarat

ଗୁଜରାଟର ଏକ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର ଉଦ୍ୟମ

ଗୁଜରାଟ : ଗୁଜରାଟର ଭାବନଗର କାଲ ନାଲା ଅଞ୍ଚଳର ଏକ କମ୍ପ୍ଲେକ୍ସରେ ଆଜି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବେସମେଣ୍ଟରୁ ଆରମ୍ଭ ହୋଇଥିବା ନିଆଁ ଶୀଘ୍ର କୋଠା ସାରା ବ୍ୟାପି ଯାଇଥିଲା । କୋଠାରେ ଅନେକ ହସ୍ପିଟାଲ ରହିଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।…

ରାସ୍ତାରେ ଯାଉଥିବା ବେଳେ ଜଳିଗଲା ଆମ୍ବୁଲାନ୍ସ , ୩ ମୃତ

ଗୁଜରାଟ : ଗୁଜରାଟ ଅରବଲ୍ଲୀ ଜିଲ୍ଲାରେ ରୋଗୀଙ୍କୁ ନେଇ ଯାଉଥିବା ବେଳେ ଜଳିଗଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ଜୀବନ ଚାଲିଯାଇଛି । ଏହାଛଡା ଅନେକ ଲୋକ ଆହତ ହୋଇଛନ୍ତି । ଖବର ମୁତାବକ, ମୋଡାସାର ରାଣାସାୟଦ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ…

ଗୁଜରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ, ହର୍ଷ ସାଙ୍ଘଭୀ ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଗୁଜରାଟ : ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂଆ କ୍ୟାବିନେଟ ଗଠନ ହୋଇଛି । ନୂଆ କ୍ୟାବିନେଟ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଗାନ୍ଧିନଗରର ମହାତ୍ମା ମନ୍ଦିରରେ ହୋଇଛି । ନୂଆ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇଛି । ହର୍ଷ ସାଙ୍ଘଭୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଗୁଜରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା, ଆସନ୍ତାକାଲି ହେବ ମନ୍ତ୍ରିମଣ୍ଡଳ ପୁନର୍ଗଠନ

ଗୁଜରାଟ : ଗୁଜରାଟ ରାଜନୀତିରେ ହଲଚଲ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡ଼ି ରାଜ୍ୟର ମୋଟ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସବୁ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବାର ସୂଚନା ରହିଛି । ଆସନ୍ତକାଲି ୧୧ଟା ୩୦ରେ…

ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି ଶକ୍ତି, ୬ ତାରିଖ ସକାଳେ ଗୁଜରାଟ ମୁହାଁ ହେବା ସମ୍ଭାବନା

ଆରବ ସାଗରରେ ବାତ୍ୟା ଶକ୍ତି । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ଉତ୍ତରପୂର୍ବ ଆରବସାଗରରେ ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି । ଏହା ପଶ୍ଚିମ ଦିଗରେ ଆଗକୁ ଗତି କରୁଛି । ଆଜି ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ମଧ୍ୟ ଆରବ ସାଗରରେ ପହଞ୍ଚିବ । ଆସନ୍ତାକାଲି ସକାଳେ ଏହା ଗୁଜରାଟ ମୁହାଁ ହେବା…

ଗୁଜରାଟରେ ଭୟଙ୍କର ଅଗ୍ନିକାଣ୍ଡ, ଦୁର୍ଘଟଣାରେ କାହାର କ୍ଷତି ହୋଇ ନଥିବା ସୂଚନା

ଗୁଜରାଟ : ଗୁଜରାଟ ମରୁଚ ଜିଲ୍ଲାର ଜିଆଇଡିସି ପନୋଲି ନିକଟରେ ଥିବା ସଂଘବୀ ଆଗ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ କାରଣରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ନିଆଁ ବ୍ୟାପିଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ସୂଚନା ପାଇ ଘଟଣାସ୍ଥଳରେ…

ରାତି ଅଧରେ ଅନିୟନ୍ତ୍ରିତ ହୋଇ ନଦୀକୁ ଖସିପଡ଼ିଲା କାର୍, ୪ ମୃତ

ଗୁଜରାଟ : ଗୁଜରାଟର ଅରାବଲୀ ମୋଡାସାରେ ଥିବା ମାଜୁମ ପୋଲ ଉପରେ ଏକ କାର ଅନିୟନ୍ତ୍ରିତ ହୋଇ ଖସିପଡିବାରୁ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମାଜୁମ ନଦୀ ଉପରେ ନିର୍ମିତ ପୋଲରୁ ଏକ କାର ଅନିୟନ୍ତ୍ରିତ ହୋଇ ତଳକୁ ଖସିପଡିଥିଲା କାର୍ । ଫଳରେ ଏଥିରେ ଥିବା ୪ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣା ପରେ…

ରାସ୍ତାକଡ଼ରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା କ୍ରେନ, ଗୁରୁତର ଭାବେ ହସପିଟାଲରେ ଭର୍ତ୍ତି

ପାଲନପୁର: ରାସ୍ତାରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ଉପରେ ଚଢିଗଲା କ୍ରେନ । ଗୁଜରାଟର ବନାସକାଣ୍ଠା ଜିଲ୍ଲାର ପାଲନପୁର ସହରରେ ରାସ୍ତାରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଏକ କ୍ରେନ୍ ଧକ୍କା ଦେଇଥିଲା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଭାଇରଲ ଭିଡିଓରେ ଦେଖିବାକୁ ମିଳିଛି କି,…

ଭଡ଼ା ଘରେ ଜୀବନ ହାରିଦେଲେ ପରିବାରର ୫ ସଦସ୍ୟ, କାରଣ ଅସ୍ପଷ୍ଟ

ଗୁଜରାଟର ଅହମ୍ମଦାବାଦର ବଗୋଦରା ଗାଁରେ ଅଘଟଣ । ବିଷ ପିଇ ଜୀବନ ହାରିଲେ ପରିବାରର ୫ ଜଣ । ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ସ୍ବାମୀ, ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅ ରହିଛନ୍ତି । ପାଞ୍ଚ ଜଣ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ…

ଭଦୋଦରା ମହିସାଗର ଗମ୍ଭୀରା ପୋଲ ଭୁଶୁଡିବା ଘଟଣା : ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି, ୩ ବର୍ଷ ପୂର୍ବରୁ ମିଳିଥିଲା…

ଗୁଜରାଟର ଭଦୋଦରା ଜିଲ୍ଲାରେ ମହିସାଗର ନଦୀ ଉପରେ ଥିବା ଗମ୍ଭୀରା ପୋଲ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ବୁଧବାର ରାତିରେ ଆଉ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଏହି ଦୁର୍ଘଟଣାରେ ଦୁଇଟି ଟ୍ରକ, ଦୁଇଟି ପିକଅପ ଭ୍ୟାନ ଓ ଏକ ଅଟୋରିକ୍ସା ନଦୀକୁ ଖସି ପଡ଼ିଥିଲା ।…

ଭଦୋଦରା ପୋଲ ଦୁଇ ଖଣ୍ଡ ଘଟଣା, ୧୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା, ୪ ନିଖୋଜ

ଗୁଜରାଟ ଭଦୋଦରା ଜିଲାର ମାହିସାଗର ନଦୀ ଉପରେ ନିର୍ମିତ ଏକ ସେତୁର କିଛି ଅଂଶ ଭୁଶୁଡି ପଡିବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୪ ଜଣ ନିଖୋଜ ଥିବା ଖବର ମିଳିଛି । ୪୩ ବର୍ଷ ପୁରୁଣା ପୋଲ ବୁଧବାର ସକାଳ ପ୍ରାୟ ୭ଟା ୩୦ରେ ସେତୁ ଉପରେ ଯାନବାହନ ଚଳାଚଳ କରୁଥିବାବେଳେ ଏହାର କିଛି ଅଂଶ ହଠାତ୍…

ଗୁଜରାଟ ମହିସାଗର ପୋଲ ଦୁଇ ଫାଳ ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା

ଗୁଜରାଟ ଭଦୋଦରା ମହିସାଗରରେ ନଦୀ ଉପରେ ନିର୍ମିତ ପୋଲ ହଠାତ୍ ଦୁଇ ଫାଳ ହୋଇଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା…