ହାରିଲା ମୁମ୍ବାଇ, ଆଇପିଏଲ୍ ଫାଇନାଲରେ ମୁହାଁମୁହିଁ ହେବେ ଗୁଜରାଟ-ଚେନ୍ନାଇ
ଫାଇନାଲରେ ଗୁଜରାଟ-ଚେନ୍ନାଇ । ଶୁବମନ ଗିଲ ଓ ମୋହିତ ଶର୍ମାଙ୍କ ଦମଦାର ଇନିଂସ ବଳରେ ବିଦା ହେଲା ମୁମ୍ବାଇ । ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଏଥର ନିରାଶ ହେବାକୁ ପଡ଼ିଛି । ଶୁବମନ ଗିଲଙ୍କ କୀର୍ତ୍ତିମାନଭରା ଶତକୀୟ ପାଳି ବଳରେ ମୁମ୍ବାଇକୁ ୨୩୪ ରନର ଲକ୍ଷ୍ୟ ଦେଇଥିଲା । ମୋହିତ…