ତୃତୀୟ ପର୍ଯ୍ୟାୟ ମତଦାନ: ଅହମ୍ମଦାବାଦରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହ
ନୂଆଦିଲ୍ଲୀ : ତୃତୀୟ ପର୍ୟ୍ୟାୟ ନିବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ୧୧ଟି ରାଜ୍ୟର ୯୩ଟି ଆସନରେ ମତଦାନ ପାଇଁ ସକାଳୁ ସକାଳୁ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ମକଡ୍ରିଲ ଶେଷ ହେବା ପରେ ସକାଳ ୭ଟାରୁ ସାଧାରଣ ଭୋଟିଂ ଆରମ୍ଭ ହୋଇଛି ।…