Mysterious Well: ଗୁଜରାଟର ରହସ୍ୟମୟ ଦୃଶ୍ୟ, କୂଅ ଭିତରେ ପାଣିର ଢେଉ
ଗୁଜରାଟ: ଗୁଜରାଟରେ ଅଜବ ଦୃଶ୍ୟ । କୂଅ ଭିତରେ ପାଣିର ଢେଉ । ୧୮ ଫୁଟ ଗଭୀର କୂଅର ପାଣି ହଠାତ ନିଜେ ନିଜେ ଢେଉ ଭଳି ଦୋହଲିବା ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଏହାକୁ ପ୍ରେତାତ୍ମା ବା ଅଲୌକିକ ଶକ୍ତି ବୋଲି ଭାବି ଭୟଭୀତ । ଗୁଜରାଟ ମୋର୍ବି ଜିଲ୍ଲା ଭିରପରଦା ଗାଁର ଏକ…