Browsing Tag

gujurat

ଏଠାରେ ପଡିଥିଲା ମାତାଙ୍କ ହୃଦୟ

ପୁରାଣ ବର୍ଣ୍ଣିତ ମାତା ସତୀଙ୍କ ଦେହାନ୍ତ ପରର କଥା, ଯାହା ପରେ ମାତାଙ୍କ ଶରୀର ଏକାବନ ଖଣ୍ଡ ହୋଇ ଧରା ପୃଷ୍ଠରେ ପଡିଥିଲା। ଯେଉଁ ସବୁ ସ୍ଥାନରେ ମାତା ଙ୍କର ଶରୀର ଖଣ୍ଡ ଅଂଶ ପଡିଛି ସେଠାରେ ମାତା ଙ୍କ ଶକ୍ତି ପୀଠ ନିର୍ମାଣ ହୋଇଛି । ଆଜି ଜାଣିବା ମାତା ଙ୍କ ହୃଦୟ ପଡିଥିବା ସ୍ଥାନ ବିଷୟରେ..…

ବେଆଇନ ନିର୍ମାଣ ହୋଇଥିବା ଦରଘା ଭାଙ୍ଗିବାକୁ ନେଇ ହିଂସାକାଣ୍ଡ: ଜଣେ ମୃତ, ଡିଏସପିଙ୍କ ସମେତ ୪ ପୋଲିସକର୍ମୀ ଆହତ

ବେଆଇନ ନିର୍ମାଣ ହୋଇଥିବା ଦରଘା ଭାଙ୍ଗିବା ଲାଗି ନୋଟିସ୍‌ ଜାରି ହେବା ପରେ ଗୁଜରାଟର ଜୁନାଗଡରେ ହିଂସାକାଣ୍ଡ ଘଟିଛି । ଗଣ୍ଡଗୋଳରେ ୫୦୦ରୁ ୬୦୦ ଲୋକ ପୋଲିସକୁ ଉପରକୁ ପଥର ପିଙ୍ଗିବା ସହିତ ଥାନାରେ ଭଙ୍ଗାରୁଜା କରିଥିଲେ । ଏହି ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗଣ୍ଡଗୋଳରେ…

ଗୁଜରାଟରେ ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ, ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜାରି ରହିବ ପ୍ରକ୍ରିୟା

କେନ୍ୟୁଜ୍(ବ୍ୟୁରୋ): ଗୁଜରାଟରେ ବାତ୍ୟା ବିପର୍ଯ୍ୟୟ କଲା ଲ୍ୟାଣ୍ଡଫଲ । ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ଜଖାୟୁ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଲା । ବାତ୍ୟାର ଆଖି ଅତିକ୍ରମ କଲାବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ରହିବ । ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ…

ଗୁଜରାଟରୁ ଧରାପଡିଲେ ୫ ସନ୍ଦିଗ୍ଧ, ଲଭ୍ ଜିହାଦ ପାଇଁ ୧୬ରୁ ୧୮ ବର୍ଷ ପିଲାଙ୍କୁ କରୁଥିଲେ ପ୍ରସ୍ତୁତ

ଗୁଜରାଟ ପୋରବନ୍ଦରରୁ ଏଟିଏସ୍ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସର ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରିଛି । ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି । ଏମାନେ ଆଇଏସଆଇଏସରେ ଯୋଗ ଦେବା ପାଇଁ ଦେଶ ଛାଡି ଫେରାର ହେବାକୁ ଯୋଜନା କରୁଥିଲେ । ଏଟିଏସ୍ ସୂତ୍ରରୁ ପ୍ରକାଶ ଯେ, ଏହି ମାମଲାରେ…

ପାଣି ପିଇବା ପରେ ମରିଗଲେ ୨୫ ଓଟ, ପୋଖରୀରେ ବିଷାକ୍ତ ପାଣି ମିଶିଥିବା ଆଶଙ୍କା

ଗୁଜୁରାଟର ଭରୁଚ ଜିଲ୍ଲାରେ ପାଣି ପିଇବା ପରେ ମରିଗଲେ ୨୫ ଓଟ । ଓଟ ପଲ ଗାଁ ବାହାରେ ଥିବା ଏକ ପୋଖରୀରୁ ପାଣି ପିଇବା ପରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଘଟଣାଟି ବାଗରା ଅଞ୍ଚଳର କଚ୍ଚିପୁରାରେ ଘଟିଛି । ତେବେ କ୍ରୁଡ ଅଏଲର ପାଇପଲାଇନ ଲିକ୍‌ ହେବା ଯୋଗୁଁ ବିଷାକ୍ତ ପଦାର୍ଥ ପାଣିରେ ମିଳଇଥିବା…

ବାହାଘର ଭୋଜି ଖାଇ ଫେରିବା ବେଳେ ବାଟରେ ଜଗିଥିଲା ଯମ, ନେଇଗଲା ପରିବାରର ୫ ଜଣଙ୍କ ଜୀବନ

ଗୁଜରାଟର ବଡୋଦରାରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟେ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ୨ ଜଣ ପିଲା ରହିଥିବା ଜଣାପଡିଛି । ବଡୋଦରା ଟ୍ରାଫିକ ଏସପି ଘଟଣା ବିଷୟରେ ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର…

ଏହି ଶିବଲିଙ୍ଗରେ ଚଢ଼ାଯାଏ ଜିଅନ୍ତା କଙ୍କଡ଼ା

ଆଜି ପବିତ୍ର ମହାଶିବରାତ୍ରୀ। ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ଶୈବପୀଠ । ଓମ୍‌ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ । ଆଜିର ଦିନରେ ସବୁ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ସକାଳୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରୁହେ। ଆଜିର ଦିନରେ ପ୍ରତ୍ୟେକ ବୟସର ଲୋକ ଭଗବାନଙ୍କ ନିମିତ୍ତ ବ୍ରତ…

ଏସୟୁଭି କାର ଡ୍ରାଇଭରଙ୍କର ଲାଗିଗଲା ଆଖି: କ୍ଷଣକରେ ଚାଲିଗଲା ୯ ଜୀବନ, ୨୮ ଗୁରୁତର

ଗୁଜରାଟ:  ଗୁଜରାଟର ନବସାରିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଓ ଏସୟୁଭି କାର ମଧ୍ୟରେ ଭୟଙ୍କର ଧକ୍କା ହେବାରୁ ୯ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଘଟଣାରେ ୨୮ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି…

ଗୁଜରାଟରେ ପଦ୍ମ ସୁନାମୀ: ସପ୍ତମ ଥର ପାଇଁ ସରକାର ଗଢ଼ିବ ବିଜେପି

କେନ୍ୟୁଜ୍(ବ୍ୟୁରୋ): ଗୁଜରାଟରେ ପଦ୍ମ ସୁନାମୀ । ବୃହତ ବିଜୟ ସହ କ୍ରମାଗତ ସପ୍ତମ ଥର ପାଇଁ ସରକାର ଗଢ଼ିବ ବିଜେପି । ବିରୋଧୀଙ୍କୁ ମୂଳପୋଛ କରିଛି ମୋଦି ମ୍ୟାଜିକ୍‌ । ହାତେଇ ନେଇଛି ଦେଢ଼ ଶହରୁ ଅଧିକ ସିଟ୍‌ । ଗୁଜରାଟରେ ବିଜେପିର ରେକର୍ଡ ବିଜୟ । ୨୦୦୨ରେ ସର୍ବାଧିକ ୧୨୭ ସିଟ୍‌ ଆଣିଥିବା…

ଏକଜାଟ୍‌ ପୋଲ ପୂର୍ବରୁ ଆସିଲା ଏକଜିଟ୍‌ ପୋଲ୍‌: ବିପୁଳ ବିଜୟ ସହ କ୍ଷମତା ବଜାୟ ରଖିବ ବିଜେପି

କେନ୍ୟୁଜ୍(ବ୍ୟୁରୋ): ଗୁଜରାଟକୁ ପୋଛି ନେବ ବିଜେପି । ଏମିତି ଆକଳନ କରିଛନ୍ତି ବିଭିନ୍ନ ଏକଜିଟ୍‌ ପୋଲ୍‌ ସଂସ୍ଥା। ଗୁଜରାଟ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ଏକଜିଟ୍‌ ପୋଲ ଆକଳନ । ଗୁଜରାଟରେ ବିପୁଳ ବିଜୟ ସହ କ୍ଷମତା ବଜାୟ ରଖିବ ବିଜେପି । ସବୁ ଏକଜିଟ୍‌ ପୋଲ୍‌ ଏହି ଆକଳନ…

ବିନା ଭୟରେ ବଞ୍ଚିବାର ଅଧିକାର ମୋତେ ଫେରାଯାଉ, ମୋ ପରିବାରକୁ ସୁରକ୍ଷା ଦିଆଯାଉ: ବିଲକିସ୍‌ ବାନୋ

ଗୁଜରାଟରେ ୨୦୦୨ରେ ଗୋଧରା କାଣ୍ଡ ପରେ ଘଟିଥିବା ବହୁ ଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ଘଟଣାରେ ୧୧ ଦୋଷୀଙ୍କୁ ଗୁଜରାଟ ସରକାର ମୁକ୍ତ କରିବା ପରେ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ଯୋଗୁଁ ନ୍ୟାୟ ଉପରେ ଭରସା ନାହିଁ। ୨୦ ବର୍ଷ ତଳର ସେହି…

ଗୁଜରାଟରେ ହେବ ୩୮ତମ ସବ୍‌ ଜୁନିଅର ଜାତୀୟ ସ୍ୱିମିଂ ଚାମ୍ପିଅନସିପ୍‌: ଭାଗ ନେବେ କିସ୍ ଛାତ୍ର କାହ୍ନୁ ସୋରେନ୍‌ ଓ…

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୪ରୁ ୨୬ ତାରିଖ ମଧ୍ୟରେ ଗୁଜରାଟର ରାଜକୋଟଠାରେ ଅନୁଷ୍ଠିତ ହେବାକୁ ଥିବା ୩୮ତମ ସବ୍‌ ଜୁନିଅର ଜାତୀୟ ସ୍ୱିମିଂ ଚାମ୍ପିଅନସିପ୍‌ରେ ଭାଗ ନେବା ପାଇଁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସ -କିସର ୨ ସନ୍ତରଣକାରୀ ମନୋନୀତ ହୋଇଛନ୍ତି। କିସ ଛାତ୍ର…