Browsing Tag

gulab

ଦୁଇ ହଜାର କୋଟି ଟଙ୍କାର ‘ଗୁଲାବ’ କ୍ଷୟକ୍ଷତି: ଆନ୍ଧ୍ର ଓ ଓଡିଶାର ୭୦% ଚାଷ ଜମି ନଷ୍ଟ

ଭୁବନେଶ୍ବର(କେନ୍ଯୁଜ୍): ଗତ ରବିବାର ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶରେ ହିଟ କରିଛି ବାତ୍ୟା ଗୁଲାବ । ଉଭୟ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଛି ବାତ୍ୟା । ପ୍ରାୟ ଦୁଇ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି । ବାତ୍ୟା ଯୋଗୁଁ ୭୦ ପ୍ରତିଶତ ଚାଷ ଜମି କ୍ଷୟକ୍ଷତି ହୋଇଛି ।…

ବାତ୍ଯା ‘ଗୁଲାବ’ ବେଳେ ଜନ୍ମନେଲା ନବଜାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ପ୍ରଂଶସା କଲେ ସଭିଁଏ

ଭଞ୍ଜନଗର(କେନ୍ଯୁଜ୍): ବାତ୍ଯା ଗୁଲାବର ମୁକାବିଲା ନିମନ୍ତେ ଗଂଜାମ ଜିଲ୍ଲା ପ୍ରଶାସନ ଗ୍ରହଣ କରିଥିଲା ସମସ୍ତ ପ୍ରକାର ପଦକ୍ଷେପ । ବିଶେଷ କରି ଗର୍ଭବତୀ ମହିଳା ମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଏହି ଭଳି ସମୟରେ  ଧରାକୋଟ…

କୋରାପୁଟରେ ବାତ୍ୟାର ପ୍ରଭାବ: ୨୬ନଂ ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ଗଛ ପଡି ରାସ୍ତା ଅବରୋଧ

କୋରାପୁଟ(କେନ୍ଯୁଜ୍): କୋରାପୁଟରେ ବାତ୍ୟା ଗୁଲାବର ବିଶେଷ ପ୍ରଭାବ ପଡିିଛି । ୨୬ ନମ୍ବର ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡି । ଘଟଣାସ୍ଥଳରେ ଏନଡିଆରଏଫ୍‌ ଓ ଦମକଳ ବାହିନୀ ପହଞ୍ଚି ରାସ୍ତା ସଫା…

ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ବାତ୍ଯା ‘ଗୁଲାବ’, ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ରେଡ୍‌…

ଭୁବନେଶ୍ବର(କେନ୍ଯୁଜ୍): ଉପକୂଳ ଅତିକ୍ରମ କଲା ବାତ୍ୟା ‘ଗୁଲାବ’ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଛି ‘ଗୁଲାବ’ । ଶ୍ରୀକାକୁଲମର ସନ୍ଥଗୁଡ଼ାରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିଛି । ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦେଇ ଗତି କରୁଛି ।…

ବାତ୍ୟା ‘ଗୁଲାବ’ ଲାଗି ନିର୍ଦ୍ଦେଶାବଳୀ ଜାରି କଲା TPSODL, ଏହି ସବୁ କାମ କରିବାକୁ କଲା ବାରଣ

ଆସୁଛି ବାତ୍ୟା ଗୁଲାବ। ଆଜି ସକାଳେ ଡିପ୍‌ ଡିପ୍ରେସନ୍‌ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଏବେ ତୀବ୍ର ବେଗରେ ସ୍ଥଳଭାଗ ଅଭିମୁଖେ ଅଗ୍ରସର ହେଉଛି ଗୁଲାବ। ବାତ୍ୟାର ଏବେ ଘଣ୍ଟା ପ୍ରତି ବେଗ ରହିଛି ୭ କିଲୋମିଟର। ଆଜି ସନ୍ଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର…

ଗୋପାଳପୁରଠାରୁ ୩୧୦ କିଲୋମିଟର ଦୂରରେ ଅଛି ‘ଗୁଲାବ’, ପବନର ବେଗ ୯୫ କିଲୋମିଟର ଛୁଇଁପାରେ

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ବାତ୍ୟା ଗୁଲାବ । ଡିପ୍‌ ଡିପ୍ରେସନ୍‌ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ସ୍ଥଳଭାଗ ଅଭିମୁଖେ ଅଗ୍ରସର ହେଉଛି ଗୁଲାବ । ଏବେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢୁଛି । ବର୍ତ୍ତମାନ ଗୋପାଳପୁରଠାରୁ ୩୧୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଓ…