Browsing Tag

gulab jamun recipe

କେବେ ଖାଇଛନ୍ତି ପନୀର ଗୁଲାବ ଜାମୁନ, ଏଥର ଦୀପବଳିରେ ଘରେ ବନାନ୍ତୁ ଏହ ଇନଷ୍ଟାଣ୍ଟ ମିଠା

କଥା ଯେତେବେଳେ ମିଠାର ଆସେ, ସେତେବେଳେ ସର୍ବପ୍ରଥମେ ମନରେ ରସଗୋଲା,ଗୁଲାବ ଜାମୁନ ଆସିଥାଏ। କୌଣସି ବି ପର୍ବ ହେଉ କିମ୍ବା ଖୁସିର ମଉକା, ମୁହଁ ମିଠା କରିବା ପାଇଁ ରସଗୋଲା ପ୍ରଥମ। ତେଣୁ ଆଜି ଆମେ ଆଣିଛୁ ପନୀର ଗୁଲାବ ଜାମୁନ। ଯାହାକୁ ବନାଇବାକୁ ବହୁତ କମ୍‌ ସମୟ ଲାଗିବ। ତେବେ ଆସନ୍ତୁ ଜାଣିବା…

ରଜ ସ୍ପେଶାଲରେ ବନାନ୍ତୁ ବ୍ରେଡ ଗୋଲାବ ଜାମୁନ୍‌, ସମସ୍ତଙ୍କର କରନ୍ତୁ ମୁହଁ ମିଠା

ରଜରେ କିଛି ସ୍ପେଶାଲ ବନାନ୍ତୁ। ନିଜ ପରିବାରକୁ ଖୁଆଇ ମୁହଁ ମିଠା କରନ୍ତୁ। ଆଉ ରଜର ଭରପୂର ମଜା ନିଅନ୍ତୁ। ବ୍ରେଡରେ ଗୋଲାପ ଜାମୁନ୍‌ ବନାନ୍ତୁ ପୁଣି ଅତି ସହଜରେ। ତାହେଲେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ ବ୍ରେଡ୍‌ ସ୍ଲାଇସ୍‌ – ୧୦ଟି ୨ ଚାମଚ୍‌ ମଲାଇ…

କେବେ ଖାଇଛନ୍ତି ଗୋଲାବଜାମୁ ଚାଟ୍‌, ଭିଡିଓ ଦେଖିଲେ କେବେ ବି ଖାଇବାକୁ ପସନ୍ଦ କରିବେ ନାହିଁ

ଗୋଲାବଜାମୁ ମିଠା ଖାଇବାକୁ ସବୁ ଲୋକ ପସନ୍ଦ କରନ୍ତି। ବିବାହ ହେଉ ଅବା ଅନ୍ୟକୌଣସି ଫଙ୍କସନ ଗୋଲାବଜାମୁ ପ୍ରତି ସ୍ଥାନରେ ଦେଖିବାକୁ ମିଳିଯାଏ। କିନ୍ତୁ ଏବେ ଯେଉଁ ଭିଡିଓ ଭାଇରଲ ହେଉଛି, ତାହାକୁ ଦେଖିଲେ ହୁଏତ ଆପଣ ଗୋଲାବଜାମୁ ଖାଇବା ଛାଡିଦେବେ। ଆଉ ଯଦି ଆପଣଙ୍କର ଗୋଲାବଜାମୁ ପ୍ରିୟ ମିଠା…

ସାବିତ୍ରୀ ବ୍ରତରେ ସତ୍ୟବାନଙ୍କୁ ଘରେ ବନାଇ ଖୁଆନ୍ତୁ “ଗୁଲାବ ଜାମୁନ”

ଭାରତର ସର୍ବପୁରାତନ ମିଠା ତାଲିକାରେ ସବୁଠୁ ଆଗ ଗୁଲାବ ଜାମୁନର ନାଁ ଆସେ । କୌଣସି ପର୍ବପର୍ବାଣି ହେଉ ଅବା ଘରକୁ କେହି ଜଣେ ଗେଷ୍ଟ ଆସିବାର ଥିଲେ ସବୁଠୁ ଆଗ ଗୁଲାବ  ଜାମୁନ ଖୋଜାପଡେ । ଚାହିଁଲେ ଆପଣ ଏହାକୁ ପ୍ରସ୍ତୁତ କରି ୧୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଆଜିର…

ଦେଶୀ ତରିକାରେ ବନାନ୍ତୁ ଗୁଡ ଗୁଲାବ ଜାମୁନ୍‌, ଥରେ ଖାଇଲେ ବାରମ୍ବାର ହେବ ମନ

ଥଣ୍ଡାରେ ଗରମା ଗରମ ମିଠା ଖାଇବାକୁ ବହୁତ ମନ ହୋଇଥାଏ। ସେହିପରି ଗୋଲାପ ଜାମୁନ୍‌ ଏମିତି ଏକ ଡିସ୍‌ ଯାହା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଆଜି ଆମେ ଆପଣଙ୍କ ପାଇଁ କିଛି ଅଲଗା ତରିକାରେ ଗୋଲାପ ଜାମୁନ୍‌ ରେସିପି ନେଇ ଆସିଛୁ। ଯାହାକୁ ଆପଣ ବହୁତ ସହଜରେ ବନାଇପାରିବେ। ତାହେଲେ ଆସନ୍ତୁ ଜାଣିବା…

ବଜାର ନୁହେଁ ଘରେ ପ୍ରସ୍ତୁତ କରନ୍ତୁ ମିଠା, ରଜ ସ୍ପେଶାଲରେ ବନାନ୍ତୁ ‘ସୁଜି ଗୋଲାପ ଜାମୁନ’

ଦିନକ ପରେ ରଜ। ଘରେ ହେବ ବିଭିନ୍ନ ପିଠା ଆଉ ମିଠା। କିନ୍ତୁ ଏଥର କରୋନା ଲକଡାଉନ ପାଇଁ ସବୁକିଛି ଆଗ ଭଳି ହେବ ନାହିଁ। ତଥାପି ରଜକୁ ଫିକା ନକରିବାକୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଗୋଲାବ ଜାମୁନ ତାହା ପୁଣି ସୁଜିରେ। କରୋନାର ସଂକ୍ରମଣ ବଢ଼ୁଛି ଏହି ସମୟରେ ଆପଣ ବଜାରର ଜିନିଷ ଖାଇବା ଅନୁଚିତ।…

ମିଠା ଖାଇବା ପସନ୍ଦ କି ? ତେବେ ଆଜି ହିଁ ପ୍ରସ୍ତୁତ କରନ୍ତୁ କ୍ୟାଲୋରୀ ଡ୍ରାଏ ଗୋଲାପ ଜାମୁ

ଗରମ ଗରମ ଗୋଲାପ ଜାମୁନ ଖାଇବାକୁ କିଏ ବା ପସନ୍ଦ ନ କରିବେ। କିନ୍ତୁ ଡାଇଟ କଣ୍ଟ୍ରୋଲ ପାଇଁ ଲୋକମାନେ ଏହାକୁ ନିଜ ଠାରୁ ଦୂରତା ରକ୍ଷା କରନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଗୋଲାପ ଜାମୁ ପ୍ରସ୍ତତୁ କରିବାର ଏକ ଅଲଗା ଉପାୟ। ଯାହା ସ୍ବାଦିଷ୍ଟ ହେବା ସହିତ ଲୋ କ୍ୟାଲୋରୀ ମଧ୍ୟ ହୋଇଥାଏ।…