Browsing Tag

gun

ବ୍ୟାଗରେ ବନ୍ଧୁକ ଏବଂ ଲଞ୍ଚ୍‌ ବକ୍ସରେ ଗୋଳା ବାରୁଦ ଧରି ସ୍କୁଲରେ ପହଞ୍ଚିଲେ ୧୫ ବର୍ଷିୟ ଛାତ୍ର

(କେନ୍ୟୁଜ ବ୍ୟୁରୋ): ଛାତ୍ରଛାତ୍ରୀମାନେ ସାଧାରଣତଃ ବ୍ୟାଗରେ ବହି ଖାତା ଧରି ସ୍କୁଲ ଆସିଥାନ୍ତି । ବିଦ୍ୟାଳୟରେ ସାଙ୍ଗସାଥୀମାନଙ୍କ ସହ ପାଠ ପଢନ୍ତି ଏବଂ ସାଙ୍ଗରେ ଆଣିଥିବା ଟିଫିନକୁ ଅନ୍ୟ ମାନଙ୍କୁ ବାଣ୍ଟି ଖାଇଥାନ୍ତି । କିନ୍ତୁ ଜଣେ ଛାତ୍ର ନିଜ ବ୍ୟାଗରେ ବନ୍ଧୁକ ଧରି ସ୍କୁଲ ଆସିଥିବା ଜଣା…

ପିସ୍ତଲ ଚୋରି କରି ଜେଲ ଗଲା ଅଭିଯୁକ୍ତ, ଗୁଳି ଫୁଟାଇ ସୋସିଆଲ ମିଡ଼ିଆରେ କରିଥିଲା ଅପଲୋଡ୍

ଭୁବନେଶ୍ୱର(କେନ୍ଯୁଜ୍): ପିସ୍ତଲ ଚୋରି କରି ଜେଲ ଗଲା ଅଭିଯୁକ୍ତ । ରାହୁଲ ଜେନା ନାମକ ଯୁବକଙ୍କୁ ଗିରଫ କଲା ଭୁବନେଶ୍ୱର ଖଣ୍ଡଗିରି ଥାନା ପୋଲିସ । ଏୟାରପୋର୍ଟ ନୂଆ ରୋଡରେ ଏକ କାର୍‌ ଭିତରୁ ପିସ୍ତଲ ଲୁଟି ନେଇଥିଲା ଅଭିଯୁକ୍ତ । ପିସ୍ତଲରୁ ଗୁଳି ଫୁଟାଇ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ…

୨ ବର୍ଷର ପିଲା ହାତରେ ଚାଲିଗଲା ମା’ର ଜୀବନ, ଗୋଟିଏ ଭୁଲ ପାଇଁ ବାପା ହେଲେ ଗିରଫ

୨ ବର୍ଷର ପୁଅ ହାତରେ ଚାଲିଗଲା ମା’ର ଜୀବନ। ବାପାଙ୍କ ବନ୍ଧୁକରେ ଖେଳୁ ଖେଳୁ ଟ୍ରିଗର ଚିପି ଦେଇଥିଲା ପୁଅ। ଏହି ଗୁଳି ସିଧା ଯାଇ ବାଜିଥିଲା ମା’ର ମୁଣ୍ଡରେ। ଫଳରେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ମହିଳା। ଏହି ମାମଲାରେ ପୋଲିସ ମୃତା ମହିଳାଙ୍କ ସ୍ୱାମୀ ତଥା ଛୁଆର ବାପାକୁ ଗିରଫ କରିଛି।…

ବନ୍ଧୁକ ଡିଲ୍‌ ବେଳେ ମାଡ଼ି ବସିଲା ଏସଟିଏଫ୍, ୯ଟି ଦେଶୀ ବନ୍ଧୁକ ସହ ଗୋଟିଏ ଦେଶୀ ରିଭଲଭର ଜବତ

ଭୁବନେଶ୍ବର(କେନ୍ଯୁଜ୍): ବନ୍ଧୁକ ଡିଲ୍‌ ବେଳେ ମାଡ଼ି ବସିଲା ଏସଟିଏଫ । କ୍ରାଇମବ୍ରାଞ୍ଚ STF ପଞ୍ଝାରେ ୨ବନ୍ଧୁକ ବେପାରୀ। ସେମାନେ ହେଲେ ଖୁଣ୍ଟୁଣୀର କାଳନ୍ଦୀ ନାୟକ ଓ ଢେଙ୍କାନାଳର ଶ୍ୟାମସୁନ୍ଦର ସୀଠା । ସେମାନଙ୍କ ନିକଟରୁ ୯ଟି ଦେଶୀ ବନ୍ଧୁକ ସହ ଗୋଟିଏ ଦେଶୀ ରିଭଲଭର ଜବତ । ଢେଙ୍କାନାଳ…

ରାଜଧାନୀର ଭରତପୁର ଥାନା ଅଞ୍ଚଳରୁ ଗୋଟିଏ ଚୋରା ବନ୍ଧୁକ ସହ ୩ଟି ଗୁଳି ଜବତ, ବେପାରୀ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବନ୍ଧୁକ ବେପାର। ଭରତପୁର ଥାନା ଅଞ୍ଚଳରୁ ଗୋଟିଏ ଚୋରା ବନ୍ଧୁକ ସହ ୩ଟି ଗୁଳି ଜବତ କରିଛି ଭରତପୁର ଥାନା ପୋଲିସ। ଚୋରା କାରବାର ଅଭିଯୋଗରେ ଜଣେ ବନ୍ଧୁକ ବେପାରୀକୁ ମଧ୍ୟ ଗିରଫ କରାଯାଇଛି। ଭରତପୁର ଜିଏ କଲୋନୀ ନିକଟରୁ ତାକି ଗିରଫ କରାଯାଇଛି। ତା…

ସ୍କୁଲକୁ ଗୁଳି ଭର୍ତ୍ତି ବନ୍ଧୁକ ନେଇ ଆସିଲା ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ର! ଘଟିଲା ଏହି ଅଘଟଣ

ଆମେରିକା: ଆଜିକାଲି ଏମିତି ଅନେକ ଅଘଟଣ ଘଟିଯାଉଛି ଯାହା ସାମାନ୍ୟ ଅସାବଧାନତା ପାଇଁ ଘଟିଥାଏ । ବେଳେବେଳେ ସେହି ଅସାବଧାନତା ଘରର ମୁରବି ମାନେ କରିବସନ୍ତି । ଯାହାଫଳରେ ବଡ ବଡ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଥାଏ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିବା ପରେ ଆପଣଙ୍କ ପାଦ ତଳୁ…

ହତ୍ଯା ନା ଆତ୍ମହତ୍ଯା ? ଗୁଳିମାଡରେ ବରଗଡ଼ ଜିଲ୍ଲାରେ ଯୁବକ ମୃତ

ଗୁଳିମାଡ଼ରେ ଯୁବକ ମୃତ। ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା କଲମୀ ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ରାକେଶ ବେହେରା। ତାଙ୍କ ଘର ଅମ୍ବାଭୋନା ଗାଁରେ। ଗତକାଲି ସେ ତାଙ୍କ ମାମୁ ଘରକୁ ବୁଲି ଆସିଥିଲେ। ଆଜି ତାଙ୍କ ଗୁଳିବିଦ୍ଧ ମୃତଦେହ ମିଳିଥିଲା। ରାକେଶଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ…

୪ ବର୍ଷର ନାବାଳକ, ୮ମାସର ଗର୍ଭବତୀ ମା’ ଉପରେ ଚଲାଇଲା ଗୁଳି

ଓ୍ଵାଶିଂଟନ୍ : ଅପରାଧ ତାହାର ସମସ୍ତ ଚରମସୀମା ଟପିବାରେ ଲାଗିଛି। ଠିକ୍ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକା ୱାଶିଂଟନର ଷ୍ଟେଟ୍ ଆପାର୍ଟମେଣ୍ଟରେ। ଜଣେ ୪ ବର୍ଷର ନାବାଳକ ଖଟ ତଳୁ ଗୁଳିଭରା ପିସ୍ତଲ ପାଇ ନିଜର ଗର୍ଭବତୀ ମାଙ୍କ ମୁହଁରେ ଗୁଳି ମାରିଥିଲା। ସୂଚନା ଅନୁଯାୟୀ,…

ଆପଣ ଜାଣିଛନ୍ତି, ସ୍ମାର୍ଟଫୋନରୁ ମଧ୍ୟ ଅଧିକ ଶସ୍ତା ଏଠାରେ ଏକେ-୪୭ ବନ୍ଧୁକ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, କିନ୍ତୁ ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠାରେ ଏକେ-୪୭ର ମୂଲ୍ୟ ମୋବାଇଲ ଫୋନର ମୂଲ୍ୟ ଠାରୁ ଖୁବ୍ କମ୍ ରହିଛି। ସାଧାରଣତଃ ଲୋକମାନେ ନିଜର ସୁରକ୍ଷା ପାଇଁ ପାଖରେ ଏକ ବନ୍ଧୁକ ରଖିଥାନ୍ତି। ତେବେ ବନ୍ଧୁକ କିଣିବାକୁ ହେଲେ ତା ପାଇଁ ଲାଇସେନ୍ସ ବାଦ୍ ୨ ଲକ୍ଷରୁ…