Browsing Tag

gun firing

ସାମାନ୍ୟ ବଚସାରୁ ବିଳମ୍ବିତ ରାତିରେ ଗୁଳି ମାଡ଼, ଜଣେ ଗୁରୁତର

ଅନୁଗୁଳ:  କଥା କଥାକେ ଫୁଟୁଛି ଗୁଳି ।  ସାମାନ୍ୟ ବଚସାରୁ ବିଳମ୍ବିତ ରାତିରେ ଫୁଟିଲା ଗୁଳି। ଘର ଆଗରେ ବୁଲୁଥିବା ବେଳେ ନାବାଳକକୁ ଗୁଳିମାଡ଼ ହୋଇଛି  । ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ସାନ କେରେଜାଙ୍ଗ ଗୋଛାୟତ ସାହିରେ ଗୁଳି ମାଡ଼ ହୋଇଥିବା ଅଭିଯୋଗ ହେଇଛି  । ଏଥିରେ ଶ୍ରୀକାନ୍ତ…

ଶୁଟିଙ୍ଗ୍‌ ସମୟରେ ହଲିଉଡ୍‌ ଅଭିନେତାଙ୍କ ଫିଲ୍ମି ବନ୍ଧୁକରୁ ବାହାରିଲା ଅସଲି ଗୁଳି, ଚାଲିଗଲା ସିନେମାଟୋଗ୍ରାଫରଙ୍କ…

ହଲିଉଡ୍‌ ଫିଲ୍ମ ‘ରଷ୍ଟ୍‍’ର ଶୁଟିଙ୍ଗ୍‌ ସେଟରେ ହିରୋ ଏଲେକ ବାଲ୍ଡଭିନ୍‌ଙ୍କ ଫିଲ୍ମି ବନ୍ଧୁକରୁ ବାହାରିଥିବା ଗୁଳି ସିନେମାଟୋଗ୍ରାଫରଙ୍କ ଜୀବନ ନେଇ ଯାଇଛି। ଏହି ଘଟଣାରେ ଫିଲ୍ମର ଡାଇରେକ୍ଟର ଗୁରୁତର ଆହତ ହୋଇଛନ୍ତି। ଘଟଣା ବିଷୟରେ ସୂଚନା ଦେଇ ପୋଲିସ କହିଛି, ଗୁରୁବାର ଫିଲ୍ମ ଶୁଟିଙ୍ଗ୍‌…

ସ୍ପଷ୍ଟ ଦିବାଲୋକରେ ଭୁବନେଶ୍ୱର କଳିଙ୍ଗ ବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଜାମିନରେ ଆସିଥିବା ଅଭିଯୁକ୍ତ

ଭୁବନେଶ୍ୱର: ସ୍ପଷ୍ଟ ଦିବାଲୋକରେ ଭୁବନେଶ୍ୱରରେ ଗୁଳିକାଣ୍ଡ। ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ । ତମାଣ୍ଡ ନିକଟସ୍ଥ କଳିଙ୍ଗ ବିହାର କେ-୪ରେ ଜାମିନରେ ଆସିଥିବା ଅଭିଯୁକ୍ତକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି। ବାଇକ୍‌ରେ ଆସି ୩ ଜଣ ଯୁବକ ଗୁଳି କରି ଫେରାର ହୋଇଯାଇଛନ୍ତି। ପୂର୍ବ…

ଆଠଗଡ଼ ଖୁଣ୍ଟକଟା ଅଂଶୁପା ଛକ ନିକଟରେ ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରି ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟକଟା ଅଂଶୁପା ଛକ ନିକଟରେ ଲୁଟ୍ । ଜଣେ ମହିନ୍ଦ୍ରା ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରି ୩ ଦୁର୍ବୃତ୍ତ ପାଖାପାଖି ଲକ୍ଷେ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଗତକାଲି ରାତିରେ ଏହି ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ଖବର ମୁତାବକ, ଗୁଳି ମାଡ଼ର…

ଜଟଣୀ ପଦନପୁର ଗ୍ରାମରେ ମୁଖା ପିନ୍ଧା ଦୁର୍ବୁତ୍ତଙ୍କ ଗୁଳିମାଡ, ଜଣେ ଗୁରୁତର

ଖୋର୍ଦ୍ଧା: ଜଟଣୀରେ ଫୁଟିଲା ଗୁଳି। ଜଟଣୀ ଥାନା ପଦନପୁର ଗ୍ରାମରେ ଘଟିଛି ଏହି ଘଟଣା। ଗୁଳିକାଣ୍ଡରେ ଗ୍ରାମର ରଙ୍କ ରାଉତ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁଳିଟି ତାଙ୍କ ଗୋଡରେ ବାଜି ରହିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ,ଦୁଇ…

ଗଞ୍ଜାମରେ ପୁଣି ଫୁଟିଲା ଗୁଳି, ବ୍ୟବସାୟୀ ଗୁରୁତର

ବ୍ରହ୍ମପୁର (କେନ୍ୟୁଜ): ପୁଣି ଗଞ୍ଜାମରେ ଫୁଟିଲା ଗୁଳି । କେ. ନୂଆଗାଁ ଥାନା ବୀରସିଂ ଲକ୍ଷ୍ମୀ ନାରାୟଣପୁରରେ ଗୁଳିମାଡ଼ରେ ବ୍ୟବସାୟୀ ସୁବାସ ପଣ୍ଡା ଗୁରୁତର । ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁଯାୟୀ, ଆଜି ସଂଧ୍ୟାରେ ୪ଟି ବାଇକରେ ୮ ଜଣ ଦୁର୍ବୃତ୍ତ ଆସି…