Browsing Tag

gun point

ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଘରେ ପଶି ମହିଳାଙ୍କୁ ଗୁଳିମାଡ଼

ନୀଳଗିରି(କେନ୍ୟୁଜ): ଘରେ ପଶି ମହିଳାଙ୍କୁ ଗୁଳିମାଡ଼। ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଗୁଳିମାଡ଼ କରି ଫେରାର ହୋଇଯାଇଛି ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ନୀଳଗିରି ବରହମପୁର ଥାନା ରାଇପାଳ ଗାଁରେ ଏହି ଘଟଣା ଘଟିଛି। ମହିଳାଙ୍କ ହାତ ଓ ଅଣ୍ଟାରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ…

ଖୋର୍ଦ୍ଧା: ଘରୋଇ ସଂସ୍ଥାର ଏଜେଣ୍ଟଙ୍କ ଠାରୁ ଟଙ୍କା ଲୁଟ୍‌, ବନ୍ଧୁକ ମୁନରେ ୨୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା(କେନ୍ୟୁଜ୍): ଦିନ ଦ୍ୱିପ୍ରହରରେ ଲୁଟ୍‌ । ବନ୍ଧୁକ ମୁନରେ ୨୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଗଲାବେଳେ ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।ଲୁଟର ଶିକାର ହୋଇଥିବା ଯୁବକ ଜଣକ ଜଟଣୀ କୁଦିଆରୀ ଅଞ୍ଚଳର ବପୁଜି ମହାରଣା ବୋଲି…

ଦିଲ୍ଲୀରେ ମାତିଛନ୍ତି ମୁଖାପିନ୍ଧା ଲୁଟେରା, ବନ୍ଧୁକ ମୁନରେ ଲୋକଙ୍କୁ କରୁଛନ୍ତି ଲୁଟ୍

ଭାରତର ରାଜଧାନୀ ଦିଲ୍ଲୀରେ ବଢିଚାଲିଥିବା ଅପରାଧ ପୋଲିସ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ସାଜିଛି। ପ୍ରତିଦିନ ଲୁଟେରାଙ୍କ ପ୍ରଦୁର୍ଭାବ ବଢିଚାଲିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏବେ ଏମିତି ଏକ ଲୁଟର ଚିତ୍ର ସାମ୍ନାକୁ ଆସିଛି ଯାହା ପ୍ରତ୍ୟକଙ୍କ ମନରେ ଡର ସୃଷ୍ଟି…