Browsing Tag

gun seized

ଆଳୁ ଖୋଳୁ ଖୋଳୁ ମହାଦେବ, ସ୍ୱାମୀ ସ୍ତ୍ରୀଙ୍କ କଳି ଖୋଲିଦେଲା ସବୁ ଗୁମର

ବାଲେଶ୍ୱର (କେନ୍ୟୁଜ): କଥାରେ ଅଛି ଆଳୁ ଖୋଳୁ ଖୋଳୁ ମହାଦେବ । ହଁ ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ସବୁ ଗୁମର ଖୋଲିଦେଇଛି ସ୍ୱାମୀ ସ୍ତ୍ରୀଙ୍କ କଳି । ବାଲେଶ୍ଵର ଟାଉନ୍ ଥାନା ଅଧୀନ ବାରବାଟି ଅଞ୍ଚଳର ଏହି ଘଟଣା ଏବେ ସବୁଠି ଚର୍ଚ୍ଚା । ସ୍ଥାନୀୟ ବାରବାଟି ଅଞ୍ଚଳର ମୁକ୍ତି…

କୁଲଡିହା ମଲିବଣିଆ ଗାଁରେ ବନ୍ଧୁକ ତିଆରି କାରଖାନାରେ ରେଡ୍

ନୀଳଗିରି(କେନ୍ୟୁଜ୍‌): ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ରେଡ୍ । କୁଲଡିହା ମଲିବଣିଆ ଗାଁରେ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ପୋଲିସ ଓ ବନବିଭାଗର ମିଳିତ ଚଢ଼ାଉ । ତିଆରି ସଂପୂର୍ଣ୍ଣ ହୋଇନଥିବା ୫ଟି ବନ୍ଧୁକ ଏବଂ ବନ୍ଧୁକ ତିଆରିରେ ବ୍ୟବହୃତ ବହୁ ସାମଗ୍ରୀ ଜବତ ହୋଇଛି । ଜଣଙ୍କୁ ଗିରଫ…

କଟକରୁ ଅନ୍ତଃରାଜ୍ୟ ବନ୍ଧୁକ ଗ୍ୟାଙ୍ଗକୁ ଧରିଲା ପୋଲିସ, ୪ ବନ୍ଧୁକ ଓ ୧୨ଟି ଗୁଳି ଜବତ

କଟକ : କଟକରୁ ଅନ୍ତଃରାଜ୍ୟ ବନ୍ଧୁକ ଗ୍ୟାଙ୍ଗକୁ ଧରିଲା ପୋଲିସ  । ୪ ବନ୍ଧୁକ ଓ ୧୨ଟି ଗୁଳି ଜବତ ହୋଇଛି  । ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ଆଉ ୨ ଜଣ ଫେରାର୍ ଅଛନ୍ତି  । ଏଟିଏମ ଲୁଟ ପାଇଁ ଯୋଜନା କରୁଥିଲା ଏହି ଗ୍ୟାଙ୍ଗ । ବିହାର ମୁଙ୍ଗେର ଲିଙ୍କ…

ସମ୍ବଲପୁର: ସ୍କୁଲରେ କିଏ ରଖିଥିଲା ପିସ୍ତଲ? ରେଙ୍ଗୁମୁଣ୍ଡା ସ୍କୁଲ ଶ୍ରେଣୀରୁ ମିଳିଲା ବନ୍ଧୁକ 

କୁଚିଣ୍ଡା(କେନ୍ୟୁଜ୍):  ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଉଷାକୋଠି ଅଭୟାରଣ୍ୟ ମଧ୍ୟରେ ଥିବା ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀ ମଧ୍ୟରୁ ମିଳିଛି ପିସ୍ତଲ । ସ୍କୁଲରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ଦୁଇଟି ଶ୍ରେଣୀ କୋଠରୀକୁ ନିଜ ଅକ୍ତିଆରରେ ରଖି ବ୍ୟବହାର…

ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟର କୋଠରୀରୁ ମିଳିଲା ପିସ୍ତଲ, କାର୍ଯ୍ୟରତ ସହକାରୀ ଶିକ୍ଷକଙ୍କ ନାଁରେ ସଙ୍ଗୀନ୍…

ସମ୍ବଲପୁର(କେନ୍ଯୁଜ୍): ଶ୍ରେଣୀ ଗୃହରେ ପିସ୍ତଲ। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଉଷାକୋଠୀ ଅଭୟାରଣ୍ୟ ମଧ୍ୟରେ ଥିବା ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀ ମଧ୍ୟରୁ ପିସ୍ତଲ ମିଳିଛି। ସ୍କୁଲରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ଦୁଇଟି ଶ୍ରେଣୀ ଗୃହକୁ ନିଜ ଅକ୍ତିଆରରେ…

ବିହାରରୁ ଓଡିଶା ଲମ୍ବିଛି ଚୋରା ବନ୍ଧୁକ କାରବାର, ଗ୍ରାହକଙ୍କ ଅପେକ୍ଷାରେ ଥିବା ବେଳେ ମାଡି ବସିଲା ପୋଲିସ୍

ସୋର(କେନ୍ଯୁଜ୍): ବିହାରରୁ ଓଡିଶା ଲମ୍ବିଛି ଚୋରା ବନ୍ଧୁକ କାରବାରର ଚେର । ଜଣେ ଚୋରା ବନ୍ଧୁକ ବେପାରି ଗିରଫ, ବନ୍ଧୁକ ସହିତ ୪ଟି ଅଫୁଟା ଗୁଳି ଜବତ । ବାଲେଶ୍ବର ଜିଲ୍ଲା ସୋର ବିଦୁ ଛକ ନିକଟରେ ଜଣେ ବିହାରି ଯୁବକ ଚୋରାରେ ବନ୍ଧୁକ ବିକିବାକୁ ଗ୍ରାହକଙ୍କ ଅପେକ୍ଷାରେ ଥିବା ବେଳେ ସୋର ପୋଲିସ୍…

କ୍ରାଇମବ୍ରାଞ୍ଚକୁ ବଡ ସଫଳତା: ଧରାପଡିଲା ବନ୍ଧୁକ ବେପାରୀ, ୮ ଦେଶୀ ବନ୍ଧୁକ ଓ ୭ଟି ଗୁଳି ଜବତ

ଭୁବନେଶ୍ବର(କେନ୍ୟୁଜ୍): କ୍ରାଇମବ୍ରାଞ୍ଚକୁ ଏକ ବଡ ସଫଳତା ମିଳିଛି । କ୍ରାଇମବ୍ରାଞ୍ଚ STF ହାତରେ ଧରା ପଡିଛି ବନ୍ଧୁକ ଚୋରା ଚାଲାଣକାରୀ। ଜଣେ ବେପାରୀକୁ ଗିରଫ କରିଛି STF। ତା ନିକଟରୁ ୮ଟି ଦେଶୀ ବନ୍ଧୁକ ଓ ୭ଟି ଗୁଳି ଜବତ କରାଯାଇଛି। ଗିରଫ ବେପାରୀ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର ରତ୍ନାକର…

ବନ୍ଧୁକ ଡିଲ୍‌ ବେଳେ ମାଡ଼ି ବସିଲା ଏସଟିଏଫ୍, ୯ଟି ଦେଶୀ ବନ୍ଧୁକ ସହ ଗୋଟିଏ ଦେଶୀ ରିଭଲଭର ଜବତ

ଭୁବନେଶ୍ବର(କେନ୍ଯୁଜ୍): ବନ୍ଧୁକ ଡିଲ୍‌ ବେଳେ ମାଡ଼ି ବସିଲା ଏସଟିଏଫ । କ୍ରାଇମବ୍ରାଞ୍ଚ STF ପଞ୍ଝାରେ ୨ବନ୍ଧୁକ ବେପାରୀ। ସେମାନେ ହେଲେ ଖୁଣ୍ଟୁଣୀର କାଳନ୍ଦୀ ନାୟକ ଓ ଢେଙ୍କାନାଳର ଶ୍ୟାମସୁନ୍ଦର ସୀଠା । ସେମାନଙ୍କ ନିକଟରୁ ୯ଟି ଦେଶୀ ବନ୍ଧୁକ ସହ ଗୋଟିଏ ଦେଶୀ ରିଭଲଭର ଜବତ । ଢେଙ୍କାନାଳ…

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ, ୪ଟି ବନ୍ଧୁକ ଜବତ

ସମ୍ବଲପୁର(କେନ୍ଯୁଜ୍): ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ । ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ପୋଲିସ । ଗିରଫ ବ୍ୟକ୍ତି ହେଲେ ହିରୋ ଗାଁର ଅଶୋକ ପ୍ରଧାନ, ଘୁଡାପାଲ ଗାଁର ସୁଶାନ୍ତ ସାହୁ ଓ ବସୁପାଲି ଗାଁର ତରଣୀ ପ୍ରଧାନ ।…

ରାଜଧାନୀର ଭରତପୁର ଥାନା ଅଞ୍ଚଳରୁ ଗୋଟିଏ ଚୋରା ବନ୍ଧୁକ ସହ ୩ଟି ଗୁଳି ଜବତ, ବେପାରୀ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବନ୍ଧୁକ ବେପାର। ଭରତପୁର ଥାନା ଅଞ୍ଚଳରୁ ଗୋଟିଏ ଚୋରା ବନ୍ଧୁକ ସହ ୩ଟି ଗୁଳି ଜବତ କରିଛି ଭରତପୁର ଥାନା ପୋଲିସ। ଚୋରା କାରବାର ଅଭିଯୋଗରେ ଜଣେ ବନ୍ଧୁକ ବେପାରୀକୁ ମଧ୍ୟ ଗିରଫ କରାଯାଇଛି। ଭରତପୁର ଜିଏ କଲୋନୀ ନିକଟରୁ ତାକି ଗିରଫ କରାଯାଇଛି। ତା…

କଟକ: କଟକରୁ ପୁଣି ବନ୍ଧୁକ ରାକେଟ ଠାବ, ୧୧ଟି ବନ୍ଧୁକ ସହ ୫୧ଟି ଗୁଳି ଜବତ

କେନ୍ୟୁଜ୍(ବ୍ୟୁରୋ): କଟକରୁ ପୁଣି ବନ୍ଧୁକ ରାକେଟ ଠାବ। ୧୧ଟି ବନ୍ଧୁକ ସହ ୫୧ଟି ଗୁଳି ଜବତ ହୋଇଛି । ଏହାସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଡି ବ୍ରଦର୍ସ ସହାଯୋଗୀ ଟୁକୁନା ସ୍ୱାଇଁକୁ ଜେରା କରିବା ବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଡି ବ୍ରଦର୍ସ ଲିଙ୍କରେ ତାଲଚେରର…

ଭୁବନେଶ୍ୱର: ଏୟାରପୋର୍ଟରୁ ବନ୍ଧୁକ ଜବତ, ଲଗେଜ୍‌ ସ୍କାନ ବେଳେ ସିକ୍ୟୁରିଟି କଲେ ଜବତ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଏୟାରପୋର୍ଟରୁ ବନ୍ଧୁକ ଜବତ । ଏୟାର ଏସିଆ ଫ୍ଳାଇଟ ନମ୍ବର ୧୫୧୫୬୩ରେ ଭୁବନେଶ୍ୱରରୁ ଚେନ୍ନାଇ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କଠାରୁ ରିଭଲବର ଜବତ ହୋଇଛି । ଲଗେଜ୍‌ ସ୍କାନ ବେଳେ ବନ୍ଧୁକ ଜବତ କଲା ଏୟାରପୋର୍ଟ ସିକ୍ୟୁରିଟି ଏହାକୁ ଜବତ କରିଛି ।…