Browsing Tag

gunpoint

ବନ୍ଧୁକ ଦେଖାଇ ଅଧାବାଟରୁ ନବବଧୂକୁ ଅପହରଣ ଘଟଣା, ୪୮ ଘଣ୍ଟା ପରେ ଧରାପଡିଲେ ପ୍ରେମିକ ଓ ପ୍ରେମିକା

ସୁବର୍ଣ୍ଣପୁର: ଧରାପଡିଲା ଅପହରଣକାରୀ ପ୍ରେମିକ । ନବବଧୂକୁ ବନ୍ଧୁକ ମୁନରେ ଉଠାଇନେଇଥିବା ପ୍ରେମିକ ସଞ୍ଜୟ ସାହୁ ଗିରଫ । ପ୍ରେମିକା ରଶ୍ମି ସହ ସଞ୍ଜକୁ ସମ୍ବଲପୁର ବୁଢାରାଜା ସ୍ଥିତ ପ୍ରଫେସର କଲୋନୀରୁ ଗିରଫ କଲା ସମ୍ବଳପୁର ପୋଲିସ । ସମ୍ବଲପୁର ପୋଲିସ ଓ ସୁବର୍ଣ୍ଣପୁର ପୋଲିସ ମିଳିତ ଚଢାଉ…

ଆଖି ଆଗରେ ଅଳଙ୍କାର ଦୋକାନରୁ ଲୁଟ୍, ବନ୍ଧୁକ ମୁନରେ ଲୁଟିନେଲେ ୫ କେଜି ଗହଣା

କେନ୍ଦୁଝର : ବନ୍ଧୁକ ମୁନରେ ଲୁଟିନେଲେ ୫ କେଜି ଗହଣା । ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବଜାର ସ୍ଥିତ ନାରାୟଣ ଅଳଙ୍କାର ଦୋକାନରୁ ଲୁଟ୍ ହୋଇଛି । ଦୁଇଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ଦୋକାନ ମାଲିକଙ୍କ ମୁଣ୍ଡରେ…

ବନ୍ଧୁକ ଦେଖାଇ ଲୁଟିନେଲେ ୫ ଲକ୍ଷ ଟଙ୍କା, ମାଲ ଗୋଦାମ ବ୍ୟବସାୟୀ ଆହତ

କଟକ: କଟକରେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଲୁଟ । ବାଦାମବାଡି ବିକାଶ ନଗରରେ ଏକ ଆପାର୍ଟମେଣ୍ଟ ନିକଟରୁ ଜଣେ ବ୍ଯବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସଂପୃକ୍ତ ମାଲଗୋଦାମ ବ୍ଯବସାୟୀ ନିଜ କାରରୁ ଓହ୍ଲାଇ ବ୍ୟାଗ ଧରି ଆପାର୍ଟମେଣ୍ଟ ସିଡି ଆଡକୁ ଯିବା…

କିଓସ୍କ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି, ବନ୍ଧୁକ ଦେଖାଇ ନେଇଗଲେ ଦେଢ଼ ଲକ୍ଷ ଟଙ୍କା

ସୁବର୍ଣ୍ଣପୁର : କିଓସ୍କ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି । ବନ୍ଧୁକ ଦେଖାଇ ଦେଢ଼ ଲକ୍ଷ ଟଙ୍କା ନେଇଗଲେ ।  ଦୁର୍ବୃତ୍ତଙ୍କ ଆକ୍ରମଣରେ କିଓସ୍କ ବ୍ୟାଙ୍କ ମାଲିକ ଗୁରୁତର  ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ହିକୁଡ଼ି ଫାଣ୍ଡି ଅନ୍ତର୍ଗତ ଧର୍ମଶାଳାରେ ଡ଼କାୟତି ହୋଇଥବା ଅଭିଯୋଗ ହୋଇଛି । ସୂଚନା…