Browsing Tag

gunupur

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି , ନଚେତ୍‌ ସବୁ ମନ୍ଦିରକୁ ପଥର ବୋଲି ଭାବିଥାନ୍ତେ । ଆମ ଓଡ଼ିଶାରେ ମଧ୍ୟ ଏମିତି କିଛି ମନ୍ଦିର ରହିଛି ଯେଉଁଠି ରହିଛି ଅନେକ ଅଲୌକିକ ଶକ୍ତି ଓ ଭକ୍ତଙ୍କ ଅଗାଢ ବିଶ୍ୱାସ । ସେହିଭଳି ନିକଟରେ…

ମା’ ଦିନ ମଜୁରିଆ, ଝିଅ +୨ ପରୀକ୍ଷାରେ ହେଲା ଜିଲ୍ଲା ଟପ୍ପର

ଦୃଢ ଇଚ୍ଛା ଶକ୍ତି ଓ ଅକ୍ଳାନ୍ତ ପରିଶ୍ରମ ନିଶ୍ଚୟ ସଫଳତା ଆଣିଥାଏ । ପାଠ ପଢି କିଛି କରି ଦେଖାଇବାର ଇଚ୍ଛାଶକ୍ତି ଥିଲେ ଯେକୌଣସି ପ୍ରତିବନ୍ଧକକୁ ଅତିକ୍ରମ କରିହେବ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ରାୟଗଡ଼ ଜିଲ୍ଲା ପଦ୍ମପୁର ସ୍ତିତ ତ୍ରିବେଣୀ ଜ୍ଞାନ ମନ୍ଦିର ଛାତ୍ରୀ ସୁଶ୍ରୀ ଝରଣା ସାହୁ…

ସ୍ୱାଧୀନତା ପରେ ଦେଶର ପ୍ରଥମ ନିର୍ବାଚନର ମୁକ ସାକ୍ଷୀ ଗୁଣୁପୁରର ଶତାୟୁ ବୃଦ୍ଧ ଓ ବୃଦ୍ଧା

ପାଖେଇ ଆସିଲାଣି ନିର୍ବାଚନ । ସେଥିପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ସାଧାରଣ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବା ଦେଶ ବାସୀଙ୍କର ମୌଳିକ ଅଧିକାର । ହେଲେ କିଛି ଯୁବ ବର୍ଗ ମତ ଦାନରୁ ନିଜକୁ ଦୁରେଇ ଥାନ୍ତି l କିନ୍ତୁ ଦେଶ ସ୍ବାଧିନ ହେବା ପରଠାରୁ ପ୍ରତ୍ୟେକ ସାଧାରଣ…

ବାଲ୍ୟବିବାହ କୁ ନା: ନିଜେ ବାଲ୍ୟ ବିବାହର ଶିକାର ହୋଇଥାନ୍ତେ, ତେଣୁ ଏବେ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା

ଗୁଣୁପୁର(କେନ୍ୟୁଜ): ସେ ଝିଅ ନୁହେଁ ସାହାସିକତା ଓ ସଚେତନତାର ଜୀବନ୍ତ ପ୍ରତିମା ଟିଏ । ବାଲ୍ୟ ବିବାହ ପରି ଏକ ସାମାଜିକ କଳଙ୍କର ମୁଳୋତ୍ପାଟନ କରିବା ପାଇଁ ସେ ସଂକଳ୍ପ ବଦ୍ଧ ଏବଂ ଶତ ଚେଷ୍ଟିତ । ଦିନେ ନିଜ ପରିବାର ଝିଅ ଟିକୁ ୧୪ ବର୍ଷ ବୟସରେ ବିବାହ କରିବାକୁ ଆଗଭର ହେଇ ଉଠିଥିଲେ କିନ୍ତୁ…

ଗାଁ ମହିଳାଙ୍କୁ ରୋଜଗାର ଯୋଗାଉଛି ମିଶନ ଶକ୍ତି, ଛେଳି ଚାଷ କରି ସ୍ଵାବଲମ୍ବୀ ହେଉଛନ୍ତି ଉପାନ୍ତ ଅଞ୍ଚଳର ଗାଁ ମହିଳା

ଦିନେ ପେଟ ପାଟଣା ପାଇଁ ପର ଘରେ ମୂଳ ଲାଗିବାକୁ ପଡୁଥିଲା ମହିଳାଙ୍କୁ । ବର୍ତ୍ତମାନ କିନ୍ତୁ ସମୟ ସ୍ରୋତରେ ସବୁ କିଛି ବଦଳି ଯାଇଛି । ଯିଏ ବଞ୍ଚିବା ପାଇଁ କାମ ଖୋଜୁଥିଲା ଆଜି ସେ ମହିଳାମାନେ ଦୃଢ ଇଚ୍ଛା ଶକ୍ତି ବଳରେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଦିନ ମଜୁରିଆରୁ ଛେଳି ଚାଷ କରି ବାର୍ଷିକ…

ଗୁଣପୁର : ପରୀକ୍ଷା ଦେଇ ବାହାରିବା ପରେ +୨ ଛାତ୍ରୀଙ୍କ ଗଳା କାଟିଲା ଯୁବକ

କେନ୍ୟୁଜ (ବ୍ୟୁରୋ) : ଗୁଣପୁରରେ +୨ ଯାତ୍ରୀଙ୍କ ଗଳା କାଟିଲା ଯୁବକ । ଦ୍ରୌପଦୀ କଲେଜ ନିକଟରେ ଛାତ୍ରୀ ଜଣକ ପରୀକ୍ଷା ଦେଇ ବାହାରିବା ବେଳେ ଗଳା କାଟିଲା ଯୁବକ । ଗୁରୁତର ଯାତ୍ରୀ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର । ଯୁବକକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା…

୧ କେଜି ୪୦୦ ଗ୍ରାମ ସୁନା ଅଳଙ୍କାର ସହ ବାଇକ୍ ଏବଂ ଦୁଇ ଅଭିଯୁକ୍ତକୁ ଗିରଫ କଲା ଗୁଣୁପୁର ପୋଲିସ

ଗୁଣୁପୁର (କେନ୍ୟୁଜ): ରାୟଗଡା ଜିଲ୍ଲା ଗୁଣୁପୁର ହଳଦିଆନାଳ ସମ୍ମୁଖରେ ଥିବା ଏସ୍ ଏସ୍ ଜୁୟେଲେରି ବ୍ୟବସାୟିଙ୍କ ଠାରୁ ୩ କେଜି ସୁନା ଓ ୨ ଲକ୍ଷ ଟଙ୍କା ଲୁଟା ଘଟଣାର ପର୍ଦାଫାସ କଲା ଗୁଣୁପୁର ପୋଲିସ। ୧ କେଜି ୪୦୦ ଗ୍ରାମ ସୁନା ଅଳଙ୍କାର ସହ ବାଇକ୍ ଜବତ ଏବଂ ଦୁଇ ଅଭିଯୁକ୍ତ ଗିରଫ କରିଛି…

ଗୁୁଣୁପୁର ବିଧାୟକଙ୍କ ଉପସ୍ଥିତିରେ ଶେଷ ହେଲା ୬ ଦାଦନ ଶ୍ରମିକଙ୍କ ଶେଷକୃତ୍ୟ, ଆନ୍ଧ୍ରର ଲାଙ୍କାଭାନିଦାବା ଚିଙ୍ଗୁଡ଼ି…

ଗୁୁଣୁପୁର (କେନ୍ଯୁଜ):  ଶେଷ ହେଲା ୬ ଦାଦନ ଶ୍ରମିକଙ୍କ ଶେଷକୃତ୍ୟ । ଗୁୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଛାତ୍ର ବିଜେଡି ସଭାପତି ଓ ପରିବାର ଲୋକଙ୍କ ଉପସ୍ଥିତିରେ ଗୋଟିଏ ଜୁଇରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଲାଙ୍କାଭାନିଦାବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ…

ରାୟଗଡା: ଲଗାଣ ବର୍ଷାରେ ପାହାଡରୁ ଖସିଲା ପଥର, ରାସ୍ତା ହେଲା ଅବରୋଧ

ରାୟଗଡ଼ା(କେନ୍ୟୁଜ୍):  ଗୁଣୁପୁର ବ୍ଳକ ଅନ୍ତର୍ଗତ ପୁଟାସିଂ ଗ୍ରାମ ପଞ୍ଚାୟତ ରେଜିଂତାଲ ରାସ୍ତା ଅବରୋଧ । ଗତ ୨ଦିନ ଧରି ଲଗାଣ ବର୍ଷାରେ ପାହାଡରୁ ପଥର ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଖବର ପାଇ ଜିଳ୍ଲା ପରିଷଦ ସଭ୍ୟ ଅଶ୍ୱିନ ଗମାଙ୍ଗ, ବିଡିଓ ଶାନ୍ତପ୍ରଭା…

ଗୁଣୁପୁର ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା, ଜିଲ୍ଲା ପରିଷଦ ସଭ୍ୟ ଓ ସମିତି ସଭ୍ୟଙ୍କ ମଧ୍ୟରେ ହାତାହାତି

ଗୁଣୁପୁର ପଞ୍ଚାୟତ ସମିତି ବୈଠକରେ ମାରପିଟ୍‌ । ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱୀନି ଗମାଙ୍ଗ ଓ ସମିତି ସଭ୍ୟ ଶ୍ରୀଧର ଶବରଙ୍କ ମଧ୍ୟରେ ହାତାହାତି ପରିସ୍ଥିତି । କୋରମ ଅଭାବ ସତ୍ତ୍ୱେ ବୈଠକ ହେଉଥିବା ଘଟଣାକୁ ନେଇ ସମିତି ସଭ୍ୟ ଆପତି ଉଠାଇବା ପରେ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ପ୍ରଥମେ କଥା କଟାକଟି…