ଗୁପଚୁପ୍ ବିକ୍ରି ପାଇଁ ଭିନ୍ନ ପନ୍ଥା ଆପଣାଇଲେ ବ୍ୟବସାୟୀ, ଦାସ କାଠିଆ ବଜାଇ ଗାଉଛନ୍ତି ଗୀତ
ଗୁପଚୁପ୍ ବିକ୍ରି ପାଇଁ ନୂଆ ପନ୍ଥା ଆପଣାଇଛନ୍ତି ଜଣେ ଗୁପଚୁପ୍ ବ୍ୟବସାୟୀ । ଗୀତ ଗାଇ ଗାଇ ବିକ୍ରି କରୁଛନ୍ତି ଗୁପଚୁପ୍ । ଖଟାପାଣି ସାଙ୍ଗକୁ ସୁଆଦିଆ ଗୁପଚୁପ୍ ଧରି ବାହାରି ପଡ଼ିଛନ୍ତି ଗୁପଚୁପ୍ ବିକିବା ପାଇଁ । ଖାଲି ଗୁପୁଚୁପ୍ ବିକିଲେ କେହି ଆସୁନାହାନ୍ତି ତେଣୁ ଏକ ଭିନ୍ନ ଗୀତ ଗାଇ…