ରହସ୍ୟରେ ଭରପୂର କାମାକ୍ଷା ମନ୍ଦିର, କାହିଁକି ତିନି ଦିନ ବନ୍ଦ ରୁହେ ଶ୍ରଦ୍ଧାଳୁଙ୍କ ପ୍ରବେଶ
ଗୌହାଟୀର ନୀଳାଚଳ ପର୍ବତରେ ଅବସ୍ଥିତ ‘କାମାକ୍ଷା ମନ୍ଦିର’, ଯାହା ଅନ୍ୟ ମନ୍ଦିରଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ବିବେଚନା କରାଯାଏ । ଏହା ଶକ୍ତିର ଏକ ରୂପ ଦେବୀ କାମାକ୍ଷାଙ୍କୁ ଉତ୍ସର୍ଗୀକୃ ଯିଏ ସୃଷ୍ଟି, ପ୍ରଜନନ ଏବଂ ପ୍ରକୃତିର ଚକ୍ର ସହିତ ଜଡିତ । ଏଠାରେ କୌଣସି ମୂର୍ତ୍ତି ପୂଜା କରାଯାଏ…