Browsing Tag

guwahati

IIT ଗୌହ୍ବାଟୀରେ ପଦବୀ ଖାଲି, ବିଟେକ୍‌ କିମ୍ବା ଏମସିଏ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ଗୌହ୍ବାଟୀରେ ଚାକିରି ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ନୋଟିଫିକେସନ ଚେକ୍‌ କରିପାରିବେ । ଏଠାରେ ଖାଲିପଡିଛି ୩୫ ପଦବୀ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ୍‌  iit.ac.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଶେଷ…

ପ୍ରେମିକ ସହ ମିଶି ସ୍ୱାମୀ ଏବଂ ଶାଶୁଙ୍କ ହତ୍ୟା କଲେ ମହିଳା, ଫ୍ରିଜରେ ରଖି ମେଘାଳୟ ଜଙ୍ଗଲରେ ପକାଉଥିଲେ ଖଣ୍ଡ…

ଦିଲ୍ଲୀର ଶ୍ରଦ୍ଧା ଓ୍ଵାକର ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଲିଭ-ଇନ ପ୍ରେମିକାର ଶରୀରକୁ ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା ପ୍ରେମିକ । ତା’ ପରେ ପ୍ୟାକ୍‌ କରି ପ୍ରତିଦିନ ଖଣ୍ଡ ଖଣ୍ଡ ଶରୀରକୁ ଜଙ୍ଗଲରେ ପକାଉଥିଲା। ଏବେ ସମାନ ମାମଲା ଗୌହ୍ଵାଟୀରେ ଦେଖିବାକୁ ମିଳିଛି।…

ଭାରତୀୟ ସେନାର ଲଢୁଆ ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ, ଦୁଇ ମୃତ

ଅରୁଣାଚଳ ପ୍ରଦେଶରେ ପୁଣି ଏକ ସେନାର ହେଲିକପ୍ଟର କ୍ରାସ ହୋଇଛି। ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲ୍ଲାରେ ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ରୁଦ୍ର କ୍ରାସ ହୋଇଛି। ହେଡକ୍ୱାର୍ଟର ଟାରୁ ୨୫ କିମି ଦୂରରେ ଏହି ଦୁର୍ଘଟଣା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ମିଗିଙ୍ଗ ଜିଲ୍ଲାରେ ଏହି…

ଜଙ୍ଗଲରୁ ବାହାରି ଆସି ଭୋକ ଲାଗିବାରୁ ହେଲମେଟ୍ ଖାଇଗଲା ହାତୀ, ଦେଖନ୍ତୁ ଭିଡିଓ

ଜୀବଜନ୍ତୁମାନଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଆପଣ ନିଶ୍ଚିତ ଦେଖିଥିବେ। କେଉଁ ଦିନ କୁକୁର ତ, ଆଉ କେଉଁ ଦିନ ହାତୀ, ଆଉ କେତେ ବେଳେ ବାଘ। ଏବେ ଏମିତି ଏକ ଭିଡିଓ ଭାଇରଲ ହୋଇଛି। ଯେଉଁଥିରେ ହାତୀଟି ଜଙ୍ଗଲରୁ ବାହାରି ଆସିଛି ସତ, କିନ୍ତୁ ଭୋକ ବିକଳରେ ଏପଟ ସେପଟ ହେଉଛି।…

ପ୍ରବଳ ବର୍ଷା ଯୋଗୁ ଗୌହାଟିରେ ବନ୍ୟା ପରିସ୍ଥିତି, ବିପଦରେ ଅନେକ ଗ୍ରାମ

ଗୌହାଟିରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସଙ୍କଟଜନକ ପାଲଟିଛି। ରାଜ୍ୟବ୍ୟାପୀ ପ୍ରକାଣ୍ଡ ଭୂସ୍ଖଳନମାନ ହେଉଛି। ଗୁରୁବାର ଦିନ ଅନ୍ୟୂନ ତିନି ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିବା ସହ ଅନେକଗୁଡ଼ିଏ ଘର ମଧ୍ୟ ନଷ୍ଟ ହୋଇ ଯାଇଛି। ଗୌହାଟି ଅଞ୍ଚଳରେ ପ୍ରବାହିତ ବ୍ରହ୍ମପୁତ୍ରର ଜଳସ୍ତର…

ଉଦାହରଣ ପାଲଟିଛି ଗୁହାଟିର ଏହି ସ୍କୁଲ, ଯେଉଁଠାରେ ସ୍କୁଲ ଫି ବଦଳରେ ନେଇଥାନ୍ତି ପ୍ଲାଷ୍ଟିକ ବର୍ଯ୍ୟ ବସ୍ତୁ

ଗୁହାଟିରେ ଅବସ୍ଥିତ ଅକ୍ଷର ସ୍କୁଲକୁ ନେଇ ଖୁବ୍ ଚର୍ଚ୍ଚା ଦେଖିବାକୁ ମିଳିଛି। ଏହି ସ୍କୁଲରେ ପ୍ରଥମ ଥର ପାଇଁ ସ୍କୁଲ ଫି ବଦଳରେ ଛାତ୍ର, ଛାତ୍ରୀମାନେ ପ୍ଲାଷ୍ଟିକ ବର୍ଯ୍ୟ ବସ୍ତୁ ସଂଗ୍ରହ କରି ଜମା କରିଥାନ୍ତି। ଏଠାରେ ପିଲାମାନଙ୍କୁ ପ୍ଲାଷ୍ଟିକ ଜିନିଷ ପ୍ରତି ସଚେତନ କରାଯାଇଥାଏ। ମାଜିନ…