Browsing Tag

Gwalior news

ସାଢ଼େ ୩ ହଜାର କୋଟି ଟଙ୍କାର ଇଲେକ୍ଟ୍ରିକ୍‌ ବିଲ୍‌ ଦେଖି ମାଲିକଙ୍କ ହାର୍ଟ ଆଟାକ୍‌, ହସ୍ପିଟାଲରେ ଭର୍ତ୍ତି

ବର୍ତ୍ତମାନ ଇଲେକ୍ଟ୍ରି ବିଲ୍‌କୁ ନେଇ ଲୋକମାନେ ଚିନ୍ତାରେ ଥିବା ବେଳେ ଜଣେ ବ୍ୟକ୍ତିଙ୍କ ବିଜୁଳି ବିଲ୍‌ ଆସିଛି ୩୪୧୯ କୋଟି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ପୂରା ସତ। ମଧ୍ୟ ପ୍ରଦେଶର ଗ୍ଵାଲିୟରରେ ସାମ୍ନାକୁ ଆସିଛି ଏଭଳି ଘଟଣା। ତେବେ ସବୁଠୁ ଦୁଃଖର କଥା ହେଉଛି ଏହି ବିଲ୍‌ ପାଇବା ପରେ…

‘ପର୍ଣ୍ଣ ଫିଲ୍ମରେ କାମ କରୁଛି ମୋ ସ୍ତ୍ରୀ…ଦୟାକରି ତାକୁ ଉଦ୍ଧାର କରନ୍ତୁୁ’; ଅମିତ୍‌ ଶାହଙ୍କ ନିକଟକୁ ଅଭିଯୋଗ ପତ୍ର…

ଗ୍ୱାଲିୟରର ମାଧବଗଞ୍ଜ ଅଞ୍ଚଳରେ ରହୁଥିବା ଜଣେ ଯୁବକ ପୋଲିସରେ ଅଭିଯୋଗ କରିଛନ୍ତି କି, ତାଙ୍କ ସ୍ତ୍ରୀଙ୍କୁ ଜୋର୍‌ ଜବରଦସ୍ତି ସେକ୍ସ ର‍୍ୟାକେଟ୍‌ ଭିତରକୁ ଠେଲି ଦିଆଯାଇଛି। ଏ ନେଇ ସେ କିଛି ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଯୁବକ ଜଣକ ତାଙ୍କ ସ୍ତ୍ରୀଙ୍କ ପର୍ଣ୍ଣ ଭିଡିଓର…