କମେଡିଆନ୍ ଭାରତୀ ସିଂହ ଏବଂ ତାଙ୍କ ପତି ହର୍ଷ ଲିମ୍ବାଚିୟାଙ୍କୁ ମିଳିଲା ଜାମିନ୍, ଡ୍ରଗ୍ସ ମାମଲାରେ ହୋଇଥିଲେ ଗିରଫ
କମେଡିଆନ୍ ଭାରତୀ ସିଂହ ଏବଂ ତାଙ୍କ ପତି ହର୍ଷ ଲିମ୍ବାଚିୟାଙ୍କୁ ମିଳିଲା ଜାମିନ୍। ସୂଚନା ମୁତାବକ, ଗତ ଶନିବାର ଦିନ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇ ସ୍ଥିତ ଭାରତୀଙ୍କ ଘରେ ଚଢାଉ କରିବା ସମୟରେ ଡ୍ରଗ୍ସ ଜବତ କରିଥିଲେ । ଉଭୟଙ୍କୁ ଜେରା ପରେ ଭାରତୀ ଏବଂ ହର୍ଷ ଡ୍ରଗ୍ସ ଖାଉଥିବାର…