ଆପଣଙ୍କୁ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବ ବେବି ପାଉଡର୍
ଘରେ ଛୋଟ ପିଲାଙ୍କ ପାଇଁ ସାଧାରଣତଃ ବେବି ପାଉଡର୍ ପ୍ରାୟ ସମସ୍ତେ ବ୍ୟବହାର କରିଥାନ୍ତି। ଶିଶୁଙ୍କ ସ୍କିନ୍ ଖୁବ୍ କୋମଳ ଥିବାରୁ ଅଲଗା ପାଉଡର୍ ବଦଳରେ ‘ବେବି ପାଉଡର୍’ ବ୍ୟବହାର ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥା’ନ୍ତି। ତେବେ ‘ବେବି ପାଉଡର୍’କୁ କେବଳ ଶିଶୁଙ୍କ ପାଇଁ ନୁହେଁ,…