କଣ ଆପଣଙ୍କ ଶରୀରରେ ରକ୍ତହୀନତାର ଲକ୍ଷଣ ମାନ ଦେଖାଦେଉଛିକି ? ତେବେ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ
କଣ ଆପଣ ଲଗାତାର ଭାବରେ ଥକ୍କାପଣ ଅନୁଭବ କରୁଛନ୍ତିକି । କଣ ଆପଣଙ୍କ ତ୍ୱଚାରେ ହଳଦିଆ ଦାଗ ପଡିବା ସହିତ ଜୀବନ ନଥିବା ଭଳି ଦେଖାଦେଉଛିକି । ମେଡିକାଲ ସାଇନ୍ସରେ ଏହାକୁ ଆନିମିଆର ଲକ୍ଷଣ କୁହାଯାଏ । ଶରୀରରେ ହିମୋଗ୍ଲୋବିନର ଅଭାବ ରହିଲେ ହିଁ ଏସବୁ ଲକ୍ଷଣ ମାନ ଦେଖାଦେଇଥାଏ ।
ପ୍ରଥମେ ଆସନ୍ତୁ…