Browsing Tag

hafiz saeed arrested

୨୬/୧୧ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ଗିରଫ

ପାକିସ୍ତାନ : ୨୬/୧୧ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ପାକିସ୍ତାନରେ ଗିରଫ। ପଞ୍ଜାବ ପ୍ରଦେଶର କାଉଣ୍ଟର ଟେରରିଜିମ ବିଭାଗ ହଫିଜକୁ ଲାହୋରରୁ ଗିରଫ କରିଛି। ସେ ବସ୍‌ରେ ଲାହୋରରୁ ଗୁଞ୍ଜରୱାଲା ଯାଉଥିବା ବେଳେ ତାକୁ ଗିରଫ କରାଯାଇଛି। ଗିରଫ ପରେ ତାକୁ…