କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ? ପରିବାର ସହିତ ବାଂଲାଦେଶ ଚମ୍ପଟ୍ ମାରିଥିବା ଆଶଙ୍କା
ଭୁବନେଶ୍ୱର (କେ.ନ୍ୟୁଜ): ଫେରାର ପରେ କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ହାଇଦର ? ବାଂଲାଦେଶ, ହାଇଦ୍ରାବାଦ ନା ପଶ୍ଚିମବଙ୍ଗ । କେନ୍ଦ୍ରାପଡ଼ା ମହାକାଳପଡ଼ାର ଜମ୍ବୁ ବାଟ ଦେଇ ବାଂଲାଦେଶ ପରିବାର ସହିତ ଚମ୍ପଟ୍ ମାରିଥିବା ଆଶଙ୍କା ବଢିବାରେ ଲାଗିଛି । ହାଇଦର ବାଂଲାଦେଶ ଚାଲିଗଲେ ତାକୁ ଧରିବା ସହଜ…