ଏବେ AC ରେ ମିଳିବ AI ଫିଚର୍ସ! Haier ଆଣିଲା ନୂଆ ଜେନେରେସନ୍ ଏୟାର କଣ୍ଡିସନର୍
ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ଋତୁ । ଗ୍ରୀଷ୍ମର ଉତ୍ତାପରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଘରେ ଏୟାର କଣ୍ଡିସନର ଲଗାଇବା ଆରମ୍ଭ କରି ଦେଇଛନ୍ତି । ଏହି ସିରିଜରେ, Haier India ଏହାର ନୂଆ AI Climate Control ଏୟାର କଣ୍ଡିସନର ଲଞ୍ଚ କରିଛି । କମ୍ପାନୀ ଦାବି କରୁଛି ଯେ ଏହା ଭାରତର ପ୍ରଥମ…