କେଶ ଝଡ଼ିବା ଯୋଗୁ ଚିନ୍ତିତ କି ? ବ୍ୟବହାର କରନ୍ତୁ ଏହି ମାସ୍କ
ଆଜିକାଲି କେଶ ଝଡ଼ିବା ଅତି ସାଧାରଣ ହୋଇଗଲାଣି । ଲୋକଙ୍କ ପରିବର୍ତ୍ତିନ ହେଉଥିବା ଲାଇଫ୍ ଷ୍ଟାଇଲ୍, ବାୟୁ ପ୍ରଦୂଷଣ ଏବଂ ଖରାପ ଖାଇବା ଅଭ୍ୟାସ ମଧ୍ୟ ଆମ କେଶକୁ ପ୍ରଭାବିତ କରିଥାଏ । କେଶ ଝଡ଼ିବା ଲୋକମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ କରିଦିଏ । ଏପରି ପରିସ୍ଥିତିରେ ଲୋକମାନେ କେଶ ବଢିବା…