ହେୟାର ସିରମ୍ ବ୍ୟବହାର ଜରୁରୀ କି? ଜାଣନ୍ତୁ ଏହା ଲାଭଦାୟକ ନା କ୍ଷତିକାରକ
ମାର୍କେଟରେ ଅନେକ ହେୟାର କେୟାର ପ୍ରଡକ୍ଟ ଉପଲବ୍ଧ ହେଉଛି । ଏହି ପ୍ରଡକ୍ଟ ମଧ୍ୟରୁ କିଛି ଜରୁରୀ ହୋଇଥିବାବେଳେ କିଛି ପ୍ରଡକ୍ଟକୁ ଆମ ସମସ୍ତଙ୍କ ପାଇଁ ଜରୁରୀ କରାଯାଇଛି । ଏହି ପ୍ରଡକ୍ଟ ମଧ୍ୟରୁ ହେୟାର ସିରମ୍ ଅନ୍ୟତମ । ଏହି ହେୟାର ସିରମ୍କୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଧାରଣା ରହିଛି ।…