ଷ୍ଟ୍ରେଟନିଂ ପରେ ଆପଣଙ୍କ ଚୁଟି ବି ଖରାପ ହୋଇଯାଇଛି କି? ଏହି ଘରୋଇ ଉପାୟରେ ପୁଣିଥରେ ପାଆନ୍ତୁ ମୋଟା ଓ ଚମକଦାର କେଶ
ହେୟାର ଷ୍ଟ୍ରେଟନିଂ ପରେ ପ୍ରାୟତଃ ଲୋକଙ୍କ ଚୁଟି ଶୁଷ୍କ ଓ ଖରାପ ହୋଇଯାଏ। ଏହା ପ୍ରଥମେ ଦୁର୍ବଳ ହୋଇଯାଏ ଓ ତା’ରେ ସେହି ଜାଗାରୁ ହିଁ ଛିଡ଼ିଥାଏ। ଫଳରେ ଦେଖିବାକୁ ବି ଭାରି ଖରାପ ଲାଗେ। ଏଭଳି ସ୍ଥିତିରେ ଚୁଟିକୁ ହାଇଡ୍ରେସନ୍ର ଆବଶ୍ୟକତା ରହିଛି। ତେବେ ଚୁଟିର କେୟାର ନେବାକୁ ଆଉ ଚିନ୍ତା…