Browsing Tag

hair care tips

ଆପଣଙ୍କୁ ଦରକାର କି ଲମ୍ବା ଓ ଘନ କେଶ, ତେବେ ଘରେ ଥିବା ସାମଗ୍ରୀରେ କରନ୍ତୁ ଏମିତି ବ୍ୟବହାର

କିଛି ଲୋକ ଲମ୍ବା କେଶ ରଖିବାକୁ ଖୁବ୍ ପସନ୍ଦ କରିଥାନ୍ତି ।ମାତ୍ର ତାହା କିଛିଟା ମାତ୍ରାରେ ସମ୍ଭବ ହୋଇନଥାଏ କାରଣ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ସହ ପରିବେଶ ସନ୍ତୁଳନ କେଶ ଝଡ଼ିବାର ଏକ ମୁଖ୍ୟ କାରଣ ପାଲଟିଗଲାଣି । ଅନ୍ୟପଟେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ କେଶର ଯତ୍ନ ନେବାବି ଅତ୍ୟନ୍ତ…

ଖରାଦିନେ ଆସୁଛି କି କେଶରୁ ଅଧିକ ଦୁର୍ଗନ୍ଧ? ତ ଏହି ଟିପ୍ସ ଆପଣାଇ ତୁରନ୍ତ କରନ୍ତୁ ଦୂର

ଖରାଦିନେ ବିଶେଷ କରି ତ୍ୱଚା ଓ କେଶର ଖାସ୍‌ ଯତ୍ନ ନେବାକୁ ପଡ଼ିଥାଏ। କାହିଁକିନା, ଝାଳ, ଧୂଳି, ମାଟି ଆଦି ଲାଗି ଏହି ଦୁଇଟି ଯାକ ଏକ୍‌ଦମ ଡ୍ୟାମେଜ ଅବସ୍ଥାକୁ ଚାଲି ଯାଇଥାଏ। ଯଦି କେଶର କଥା ହେବା, ତେବେ ଖରାଦିନେ ଏହାକୁ ଠିକ୍‌ ଭାବେ ଦେଖାଶୁଣା ନ କରିବା ଦ୍ୱାରା ଏଥିରୁ ଦୁର୍ଗନ୍ଧ…

କେବଳ ଖାଦ୍ୟ ପାଇଁ ନୁହେଁ, କେଶ ପାଇଁ ଭାରି ଉପକାରୀ ହୋଇଥାଏ ଜିରା

ଜିରା ଏକ ଗୁଳ୍ମଜାତୀୟ ସପୁଷ୍ପକ ବୃକ୍ଷ । ବିଭିନ୍ନ ଦେଶରେ ଜିରା ଏକ ମସଲା ରୂପେ ଜଣାଶୁଣା । ଏହାକୁ ଗୋଟା ଓ ଗୁଣ୍ଡ ଉଭୟ ପ୍ରକାରେ ବ୍ୟବହାର କରାଯାଏ । ବହୁ ପୁରାତନ କାଳରୁ ଜିରାର ବ୍ୟବହାର ହୋଇ ଆସୁଅଛି । ଯେକୌଣସି ତରକାରୀ ପ୍ରସ୍ତୁତ କଲା ବେଳେ ଜିରା ଆବଶ୍ୟକ ହୁଏ । ଜିରା ଖାଦ୍ୟର ସ୍ୱାଦ…

ଏହି ପରିବା ଚୋପା ଫେରାଇ ଆଣିବ ଆପଣଙ୍କ କେଶର ପ୍ରାକୃତିକ ରଙ୍ଗ, ପାଚିଲା କେଶ ସମସ୍ୟା ହୋଇଯିବ ଦୂର

କେଶ ପାଚିବା, ଦୁର୍ବଳ ହୋଇଯିବା ଆଜିକାଲି ସାଧାରଣ କଥା ହୋଇଗଲାଣି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। କିନ୍ତୁ କୌଣସି ପ୍ରଭାବ ନଜର ଆସି ନ ଥାଏ। ଏମିତିରେ କେଶର ରଙ୍ଗ ପୁଣି ଫେରି ପାଇବା ଏବଂ ନୂଆ କେଶ ଉଠିବା ପାଇଁ ଆପଣ ଆଳୁ ଚୋପା ବ୍ୟବହାର କରିପାରିବେ।…

କେଶ ଝଡିବା ଏବଂ ଧଳା କେଶରୁ ମୁକ୍ତି ଦେବ ଏହି ପରିବାର ଚୋପାର ପାଣି, ଆଜି ହିଁ ଟ୍ରାଏ କରନ୍ତୁ

କେଶ ଧଳା ହେବା, ଦୁର୍ବଳ ହେବା ଆଜିକାଲି ସାଧାରଣ ସମସ୍ଯା ହୋଇଗଲାଣି। ଏଏହି ସମସ୍ଯାରୁ ରକ୍ଷା ପାଇବା ପାଇଁ ଅନେକ ପ୍ରକାର ଉପାୟ ଆପଣାନ୍ତି। କିନ୍ତୁ ଏହାର କୌଣସି ପ୍ରଭାବ ପଡୁନାହିଁ। ଏମିତିରେ କେଶ ଧଳା ହୋଇଯିବା ଏବଂ ନୂଆ କେଶ ଉଠିବାକୁ ନେଇ ଆପଣ ଆଳୁ ଚୋପାର ବ୍ଯବହାର କରିପାରିବେ। ଏହାକରିବା…

ଖରାଦିନେ କେଶମୂଳ ଝାଳଉଛି କି! ଆଦୌ ଟେନ୍‌ସନ୍‌ ନ ନେଇ ଆପଣାନ୍ତୁ ଏସବୁ ଘରୋଇ ଉପାୟ

ଖରାଦିନରେ ଗରମ ଓ ଝାଳ ଯୋଗୁ କେବଳ ଦେହ ନୁହେଁ, ଚୁଟି ମଧ୍ୟ ଚିପ୍‌ଚିପା ଲାଗେ। ଫଳରେ ଝଡ଼ିବାକୁ ଲାଗିଥାଏ। ଏଥିସହ ଝାଳ ଯୋଗୁ ଦୁର୍ଗନ୍ଧ ବି ହୁଏ। ଏଭଳି ସ୍ଥିତିରେ ଖରାଦିନେ କେଶର ବିଶେଷ ଯତ୍ନ ନେବା ଉଚିତ୍‌। କିନ୍ତୁ ବେଳେବେଳେ ମହିଳାମାନେ ବିଭିନ୍ନ କାମ କରିବା ପରେ ବି ଏହି ସମସ୍ୟାରୁ…

ତଉଲିଆରେ ରଗଡ଼ି ଓଦା ମୁଣ୍ଡକୁ ପୋଛିବା ଦ୍ୱାରା ହୋଇଥାଏ କ୍ଷତି, କେଶକୁ ଶୁଖାଇବା ସମୟରେ ନିଅନ୍ତୁ ଖାସ୍‌ ଯତ୍ନ

ସାଧାରଣତଃ ମହିଳାମାନେ ମୁଣ୍ଡ ଧୋଇବା ପରେ ତଉଲିଆରେ କେଶକୁ ଜୋର୍‌ ଜୋର୍‌ରେ ରଗଡ଼ି ପୋଛି ଥାଆନ୍ତି, ଯେପରି କେଶ ଭଲ ଭାବେ ଶୁଖିଯିବ। କିନ୍ତୁ ଜାଣି ରଖନ୍ତୁ, ତଉଲିଆରେ କେଶକୁ ପୋଛି ଶୁଖାଇବା ଦ୍ୱାରା ବହୁତ କ୍ଷତି ପହଞ୍ଚିଥାଏ। ଯେପରି, କେଶ ଦୁଇମୁହାଁ, ଫ୍ରିଜି ହୋଇଯିବା ସହ ଝଡ଼ିବାକୁ ଲାଗିଥାଏ।…

ମୁଲାୟମ ଓ ଘନ, କଳା କେଶ ପାଇଁ ଦେଶୀ ଘିଅରେ କରନ୍ତୁ କେଶର ମାଲିସ, ଜାଣନ୍ତୁ ତରିକା

ସୁନ୍ଦର ଏବଂ ଘନ କେଶ ପ୍ରତ୍ୟେକ ମହିଳାଙ୍କ ପସନ୍ଦ ହୋଇଥାଏ। କେଶର ଯତ୍ନ ପାଇଁ ମହିଳାମାନେ ତେଲ ଲଗାଇ ଥାଆନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, କେଶ ପାଇଁ ଦେଶୀ ଘିଅ କେତେ ଲାଭଦାୟକ? ଦେଶୀ ଘିଅରେ କେଶ ମାଲିସ୍‌ କଲେ କେଶର ସବୁ ସମସ୍ୟା ଦୂର ହୋଇଯାଇଥାଏ। ଆଜି ଆମେ ଆପଣଙ୍କୁ ଏ ବିଷୟରେ…

ପିଆଜ ରସ ସହିତ ମିଶାନ୍ତୁ ଏହି ୩ଟି ଜିନିଷ, ମାସକ ଭିତରେ ମିଳିଯିବ ସବୁ କେଶ ସମସ୍ୟାରୁ ଛୁଟକାରା

ସୁନ୍ଦର ତଥା ଚମକଦାର କେଶ ପାଇବା ସବୁ ମହିଳା ଏବଂ ପୁରୁଷଙ୍କ ସ୍ୱପ୍ନ ହୋଇଥାଏ। କିନ୍ତୁ କିଛି ଲୋକଙ୍କ କେଶ ବହୁତ ପତଳା ହୋଇଥିବାରୁ ସହଜରେ ଛିଣ୍ଡି ଯାଏ। ବିଶେଷ କରି ମହିଳାମାନେ ଅନେକ କେଶ ସମସ୍ୟାକୁ ସାମ୍ନା କରିଥାଆନ୍ତି। ଏମିତି ସ୍ଥିତିରେ ଆପଣ ଯଦି ପିଆଜ ରସକୁ ବ୍ୟବହାର କରିବେ, ତ ଏହା…

କେଶ ଝାଳ ଏବଂ ଦୁର୍ଗନ୍ଧ ହେଉଛି କି, ଶାମ୍ପୁରେ ମିଶାନ୍ତୁ କେବଳ ଏହି ଗୋଟିଏ ଜିନିଷ

ଖରାଦିନେ ତ୍ୱଚା ସାଙ୍ଗକୁ କେଶର ମଧ୍ୟ ଖାସ୍‌ ଯତ୍ନ ନେବା ଉଚିତ। ଏହିଦିନେ ଶରୀରରୁ ଝାଳ ବାହାରିବା ଭଳି ମୁଣ୍ଡରେ ମଧ୍ୟ ଝାଳ ସୃଷ୍ଟି ହୋଇଥାଏ, ଯଦ୍ଦ୍ଵାରା କି କେଶ ଓଦା ହୋଇଯାଏ ଏବଂ ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଏପରି କି, ଝାଳ ଯୋଗୁ କେଶ ମୂଳ କୁଣ୍ଡାଇ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି…

ଦୁଇଗୁଣା ବେଗରେ ବଢ଼ିବ ଆପଣଙ୍କ କେଶ ! ଲଗାନ୍ତୁ ଏହି ଲିକ୍ୱିଡ୍‌ ହେୟାର ମାସ୍କ, ଜାଣନ୍ତୁ ପ୍ରସ୍ତୁତ କରିବାର ବିଧି

ଲମ୍ବା କେଶ ପ୍ରତ୍ୟେକ ମହିଳାଙ୍କର ସ୍ୱପ୍ନ ହୋଇଥାଏ। ଏହାକୁ ପାଇବା ପାଇଁ ସେମାନେ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ବଜାରରେ ଏମିତି କେତେକ ବ୍ରାଣ୍ଡ ରହିଛି, ଯାହାକି ଲମ୍ବା, ଘନ କେଶ ଦାବି କରିଥାଆନ୍ତି। କିନ୍ତୁ ବାସ୍ତବରେ ସେମିତି କିଛି ହୋଇ ନ ଥାଏ। କେତେଥର ଏହି ପ୍ରଡକ୍ଟଗୁଡ଼ିକୁ ଲଗାଇବା…