Browsing Tag

hair care tips

ଲୁଣ କେବଳ ଖାଦ୍ୟର ସ୍ୱାଦ ନୁହେଁ, ବରଂ କେଶକୁ କରିଥାଏ ଘନ, ଲମ୍ବା ଓ ଆକର୍ଷଣୀୟ

ଲୋକେ କେଶକୁ ସୁସ୍ଥ ରଖିବା ପାଇଁ ଅନେକ ମହଙ୍ଗା ପ୍ରଡକ୍ଟ ବ୍ୟବହାର କରି ଥାଆନ୍ତି। କିନ୍ତୁ ସେଗୁଡ଼ିକ ସେତେଟା କାମ ଦେଇ ନ ଥାଏ ଅର୍ଥାତ୍‌ ପ୍ରଭାବଶାଳୀ ହୋଇ ନ ଥାଏ। ତେଣୁ ଏମିତିରେ ଆପଣ ଘରୋଇ ଉପଚାର ହିଁ ଆପଣାଇବା ଭଲ। କେବେ ଆପଣ ଭାବିଛନ୍ତି…ଯେ ଏକ ଚୁଟ୍‌କି ଲୁଣ ଆପଣଙ୍କୁ କଳା, ଘନ ଓ…

କ’ଣ ଆପଣଙ୍କ କେଶ ବି ତେଲ ଲଗାଇବା ପରେ ଝଡ଼ୁଛି? ତ ଜାଣନ୍ତୁ ୫ଟି କାରଣ

କିଛି ଲୋକଙ୍କର କେଶ ବହୁତ ଡ୍ରାଏ ଥାଏ, ଯେଉଁ କାରଣରୁ ସେମାନଙ୍କୁ କୁଣ୍ଡାଇ ହେବା ସମସ୍ୟା ରହିଥାଏ। ନିଜର ଏହି ଡ୍ରାଏନେସ୍‌ ସମସ୍ୟାକୁ ଦୂର କରିବା ପାଇଁ ଲୋକେ କେଶରେ ଅଏଲିଂ କରି ଥାଆନ୍ତି। କିନ୍ତୁ ଅଏଲିଂ ପରେ ବି ଯଦି କେଶ ଝଡ଼ିବା ସମସ୍ୟା ରହୁଛି, ତା’ ହେଲେ ଏହା ପଛରେ କିଛି କାରଣ ରହିଛି।…

ଅଁଳା ପାଣିରେ କେଶକୁ କରନ୍ତୁ ଘନ, ଲମ୍ବା ଓ ମଜଭୁତ! କେବଳ ଜାଣି ରଖନ୍ତୁ କେମିତି ହୋଇଥାଏ ବ୍ୟବହାର…

କେଶକୁ ଲମ୍ବା ଏବଂ ଘନ କରିବାକୁ କାହାର ବା ଇଚ୍ଛା ନ ଥାଏ। ଏହି ଇଚ୍ଛାକୁ ପୂରଣ କରି ପାରିବ ଅଁଳା। କାରଣ, ଅଁଳାରେ ରହିଛି ଆଇରନ୍, ଫସଫରସ୍, କ୍ୟାଲସିୟମ୍, ଭିଟାମିନ୍ ସି ଭଳି ଅନେକ ଜରୁରୀ ପୋଷକ ତତ୍ତ୍ୱ, ଯାହା କେବଳ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ନୁହେଁ, ବରଂ କେଶକୁ ଅନେକ ସମସ୍ୟାରୁ ମଧ୍ୟ ଦୂରେଇ…

ସତରେ କ’ଣ ବାରମ୍ବାର କାଟିଲେ ଚୁଟି ମୋଟା ଓ ମଜଭୁତ ହୁଏ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଲମ୍ବା ଚୁଟି ରଖିବାକୁ କିଏ ବା ପସନ୍ଦ ନ କରେ। ସମସ୍ତେ ଚାହାନ୍ତି ଚୁଟି ଘନ, କଳା ଓ ମୋଟା ହେଉ। ଏଣୁ ଉଭୟ ଝିଅ ଓ ପୁଅ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ବେଳେବେଳେ ଏହି ବିୟୁଟି ପ୍ରଡକ୍ଟ ଏତେଟା କାମ ଦେଇ ନଥାଏ। ଏଣୁ କିଛି ଲୋକ ଚୁଟି ଭଲ ବଢ଼ିବାକୁ ଏହାକୁ…

ଘନ ଓ ମଜଭୁତ କେଶ ପାଇଁ ଆପଣାନ୍ତୁ ଏହି ସବୁ ଅଭ୍ୟାସ; ଭିଡ଼ ଭିତରେ ଆପଣ ଦିଶିବେ ହିରୋଇନ୍‌ ପରି…

ମଜଭୁତ ଏବଂ ଘନ କେଶ ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। କିନ୍ତୁ ଆମ ଜୀବନଶୈଳୀ ଏତେ ବ୍ୟସ୍ତବହୁଳ ଥାଏ ଯେ ଆମେ ନିଜ କେଶ ପ୍ରତି ଅଧିକ ଧ୍ୟାନ ଦେଇପାରି ନ ଥାଉ, ଯାହାଫଳରେ ଆମ କେଶ ନଷ୍ଟ ହେବାକୁ ଲାଗିଥାଏ। ଆଉ ଏହି କାରଣରୁ ଆମକୁ ଲଜ୍ଜାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥାଏ। ତେବେ କିଛି ଅଭ୍ୟାସ…

ଆପଣଙ୍କ କେଶ ବଢ଼ୁନାହିଁ କି? ତା’ ହେଲେ ଏହି ସବୁ ଟିପ୍ସ ଫଲୋ କରି ଖୁବ୍‌ କମ୍‌ ଦିନରେ କେଶକୁ କରନ୍ତୁ ଲମ୍ବା

ତ୍ୱଚା ସହିତ ଆପଣଙ୍କୁ ନିଜ କେଶର ମଧ୍ୟ ସଠିକ୍‌ ଯତ୍ନ ନେବାକୁ ହେବ। ଆଜିକା ସମୟରେ ଝିଅମାନେ ଲମ୍ବା କେଶ ରଖିବାକୁ ଅଧିକ ପସନ୍ଦ କରୁଛନ୍ତି। ହେଲେ ପରିବେଶ ପ୍ରଦୂଷଣ, ଭୁଲ ଜୀବନଶୈଳୀ, ଜରୁରୀ ପୋଷକ ତତ୍ତ୍ୱର ଅଭାବ ଆଦି କାରଣରୁ ସେମାନେ ବିଭିନ୍ନ କେଶ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ…

ଚୁଟିକୁ କଲର କରିବା ପରେ ଏସବୁ କାମ କରନ୍ତୁ, ଅଧିକ ଦିନ ଯାଏଁ ରହିବ ରଙ୍ଗ

ଆଜିକାଲି ଚୁଟିକୁ କଲର କରିବା ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ଅଧିକାଂଶ ଯୁବକ ଯୁବତୀ ନୂଆ ଲୁକ୍‌ ପାଇଁ ଚୁଟିରେ ବିଭିନ୍ନ ପ୍ରକାରର ଏକ୍ସପେରିମେଣ୍ଟ କରୁଛନ୍ତି। ଏହା ଦ୍ୱାରା ପୂରା ଲୁକ୍‌ ବଦଳିଯାଉଛି। କିନ୍ତୁ ଚୁଟିକୁ କଲର କରିବା ପରେ ଯଦି କେତେକ ବିଷୟ ପ୍ରତି ଗୁରୁତ୍ୱ ନ ଦେବେ ତେବେ କେଶ…

ଶୀତଦିନେ ରୂପି ସମସ୍ୟାକୁ ନେଇ ଚିନ୍ତିତ ଥିଲେ ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ କେଶରେ ରୂପି ସମସ୍ୟା ସାଧାରଣ ହୋଇଥାଏ । ଏହା ଆମ କେଶକୁ କ୍ଷତି ପହଞ୍ଚାଏ । ଏହାକୁ ଦୂର କରିବା ପାଇଁ କେମିକାଲ ଯୁକ୍ତ ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରିବା ପରିବର୍ତ୍ତେ ଆପଣ ଅନ୍ୟ କିଛି ପଦକ୍ଷେପ ମଧ୍ୟ ନେଇପାରିବେ । ତାହେଲେ ଆସନ୍ତୁ ଜାଣିବା କେଶକୁ ସୁରକ୍ଷିତ ରଖିବାର କିଛି…

ଗାଧୋଇବା ବେଳେ ଏହି ଉପାୟରେ ସଫା କରନ୍ତୁ ଚୁଟି, ଗୋଟେ ବି ଉପୁଡ଼ିବନି

ସୁନ୍ଦର କେଶ ପାଇଁ ଏହାର ଯତ୍ନ ନେବା ଖୁବ୍‌ ଜରୁରୀ। ଭୁଲ ଢଙ୍ଗରେ ଚୁଟି ଧୋଇବା ଓ ଅଧିକ ହେୟାର ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ଚୁଟି ନଷ୍ଟ ହେବା ଆଶଙ୍କା ରହିଛି। ଏହା ଦ୍ୱାରା ଚୁଟି ସହ ଜଡ଼ିତ ସମସ୍ୟା ବି ଦେଖାଯାଏ। ଆଜି ଆସନ୍ତୁ ଜାଣିବା ଚୁଟିକୁ ଡ୍ୟାମେଜ୍‌ ହେବାରୁ ବଞ୍ଚାଇବାକୁ କେମିତି…

କ’ଣ ପାଇଁ ଚୁଟିରେ ଦୁଇଥର ଶାମ୍ପୁ ଲଗାଇବା ପାଇଁ ଦିଆଯାଇଥାଏ ପରାମର୍ଶ, ଜାଣନ୍ତୁ

ଖରାଦିନେ ତ୍ୱଚା ସାଙ୍ଗକୁ କେଶର ମଧ୍ୟ ଖାସ୍‌ ଯତ୍ନ ନେବା ଉଚିତ। ଏହିଦିନେ ଶରୀରରୁ ଝାଳ ବାହାରିବା ଭଳି ମୁଣ୍ଡରେ ମଧ୍ୟ ଝାଳ ସୃଷ୍ଟି ହୋଇଥାଏ, ଯଦ୍ଦ୍ଵାରା କି କେଶ ଓଦା ହୋଇଯାଏ ଏବଂ ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଏପରି କି, ଝାଳ ଯୋଗୁ କେଶ ମୂଳ କୁଣ୍ଡାଇ ହୋଇଥାଏ। ଖରାଦିନେ ସପ୍ତାହକୁ…

ଶୀତଦିନେ ବ୍ୟବହାର କରନ୍ତୁ ଗ୍ଲିସେରିନ, କେଶ ଝଡ଼ିବାରୁ ତୁରନ୍ତ ପାଆନ୍ତୁ ମୁକ୍ତି; ରୂପି ସମସ୍ୟାରୁ ମଧ୍ୟ ପାଇ ପାରିବେ…

ସମସ୍ତେ ନିଜ ନିଜ କେଶକୁ ସର୍ବଦା ସୁନ୍ଦର ଏବଂ ଘନ ରଖିବାକୁ ଚାହାନ୍ତି। କିନ୍ତୁ ଆଜିକାଲିର ଦୈନନ୍ଦିନ ଜୀବନଶୈଳୀରେ କେଶ ଝଡ଼ିବା ଏକ ସାଧାରଣ କଥା ହୋଇ ଗଲାଣି। ତେଣୁ ଋତୁ ପରିବର୍ତ୍ତନ ଅନୁସାରେ କେଶର ଯତ୍ନ ନେବା ନିହାତି ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତେଇବାକୁ ଯାଉଛୁ,…

କେଶ ଝଡ଼ିବା ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଶୀତ ଋତୁ ଆସିବା ମାତ୍ରେ ଲୋକମାନଙ୍କର କେଶ ଝଡ଼ିବା ଆରମ୍ଭ କରେ। ବାସ୍ତବରେ, ଅଧିକାଂଶ ଲୋକ ଏହି ସମସ୍ୟା ଦ୍ୱାରା ଅସୁବିଧାରେ ରୁହନ୍ତି। ଏ ସବୁ ସମସ୍ୟା ଏତେ ଜୋର୍‌ରେ ବଢ଼ି ଚାଲୁଛି, ଯାହାର ସମାଧାନ ଅତି କଷ୍ଟକର ମନେ ହେଉଛି । ଏ ସମସ୍ୟାର ମୁଖ୍ୟ କାରଣ ହେଲା – ପ୍ରଦୂଷଣ, ଷ୍ଟ୍ରେସ୍‌, ଠିକ୍‌…