Browsing Tag

hair care tips

ଧଳା କେଶକୁ ଲୁଚାଇବା ପାଇଁ ନଡ଼ିଆ ସଢ଼େଇରୁ ପ୍ରସ୍ତୁତ କରନ୍ତୁ ପ୍ରାକୃତିକ ଡାଇ, ଜାଣନ୍ତୁ ବନାଇବାର ବିଧି

ଆଜିକାଲି ପ୍ରତି ୧୦ଜଣରେ ୭ଜଣ ନିଜ ଧଳା କେଶକୁ ନେଇ ଚିନ୍ତିତ। ବର୍ତ୍ତମାନ କମ୍‌ ବୟସ୍କ ଲୋକଙ୍କଠାରେ ଏହି ସମସ୍ୟା ବେଶି ମାତ୍ରାରେ ଦେଖିବାକୁ ମିଳୁଛି। ସାଧାରଣତଃ ଲୋକେ ଧଳା କେଶକୁ ଲୁଚାଇବା ପାଇଁ ହେୟାର ଡାଇ ବ୍ୟବହାର କରିଥାଆନ୍ତି। କେମିକାଲଯୁକ୍ତ ଡାଇ ବ୍ୟବହାର କରିବା ଦ୍ୱାରା କେଶ…

ଚମକଦାର ତଥା ମଜଭୁତ କେଶ ପାଇଁ ବ୍ୟବହାର କରନ୍ତୁ ଜିରା ପାଣି, ଜାଣନ୍ତୁ ଏହାକୁ ତିଆରି କରିବା ସଠିକ୍‌ ପ୍ରଣାଳୀ

ଖାଇବାରେ ହେଉ କିମ୍ବା ଔଷଧ ଭାବେ, ଜିରା ପ୍ରାୟ ସବୁ କାମରେ ବ୍ୟବହାର ହୋଇଥାଏ। ଭାରତର ଏକ ପ୍ରମୁଖ ମସଲା ଭାବେ ପ୍ରତ୍ୟେକ ତରକାରୀ, ଭଜାରେ ମଧ୍ୟ ଜିରାକୁ ଲୋକେ ବ୍ୟବହାର କରିଥାନ୍ତି। କୁହାଯାଏ, ଯଦି ବ୍ୟଞ୍ଜନର ସ୍ୱାଦ ଭଲ ଲାଗୁନାହିଁ ତେବେ ଜିରା ଛୁଙ୍କ ଦେଇଦେଲେ ତାହା ସ୍ୱାଦିଷ୍ଟ ଲାଗେ। ମୋଟ…

ଗୋଟିଏ ଗିନା ଚାଉଳରେ ଆପଣ ଘରେ ବସି କରି ପାରିବେ ଆପଣଙ୍କ କେଶକୁ ସିଧା, ଜାଣି ନିଅନ୍ତୁ ଉପାୟ

ପ୍ରତ୍ୟେକ ଝିଅ ଓ ମହିଳା ଚାହାନ୍ତି ଯେ ସେମାନଙ୍କ କେଶ ଲମ୍ବା, କଳା, ମୋଟା ଏବଂ ରେଶମୀ ହେଉ | କିନ୍ତୁ ଅନେକ ମହିଳାଙ୍କର କୁଞ୍ଚୁକୁଞ୍ଚିଆ କେଶ ଥାଏ | ଏମିତି କେଶକୁ ସେମାନେ ସିଧା କରିବାକୁ ପସନ୍ଦ କରିଥାଆନ୍ତି। ଏଥିପାଇଁ ମହିଳାମାନେ ପାର୍ଲରରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଦିଅନ୍ତି,…

ସାମ୍ପୋ କରିବା ପୂର୍ବରୁ ଆପଣାନ୍ତୁ ଏହି ଛୋଟିଆ ଉପାୟ, ପ୍ରାକୃତିକ ଉପାୟରେ କେଶ ରହିବ ସୁସ୍ଥ

ପ୍ରଦୂଷଣ, ଧୂଳି-ମାଟି ଏବଂ କେମିକାଲଯୁକ୍ତ ସାମ୍ପୋ ଯୋଗୁ ଆମ କେଶ ଶୁଷ୍କ ତଥା ରୁକ୍ଷ ହୋଇଯାଏ, ଯେଉଁ କାରଣରୁ କେଶ ଝଡ଼ିବା ଆରମ୍ଭ କରେ। ଯଦି ଆପଣଙ୍କର ବି କେଶ ଝଡ଼ିବାରେ ଲାଗୁଛି, ତା’ହେଲେ କେଶ ସାମ୍ପୋ କରିବା ପୂର୍ବରୁ ଏହି ଗୋଟିଏ ଉପାୟ ଆପଣାନ୍ତୁ। ଏହାଦ୍ୱାରା ଆପଣ ନିଜ କେଶକୁ ପ୍ରାକୃତିକ…

କେଶରେ କଣ୍ଡିଶନର ଭଳି ବ୍ୟବହାର କରନ୍ତୁ ମାୟୋନିଜ୍‌, ପୁଣି ଦେଖନ୍ତୁ କ’ଣ ମିଳୁଛି ଫାଇଦା

ମାୟୋନିଜ୍‌ ସାଧାରଣତଃ ଖାଦ୍ୟ ଜିନିଷରେ ବ୍ୟବହାର କରାଯାଇଥାଏ। ଏହାକୁ ସ୍ୟାଣ୍ଡଓ୍ଵିଚ୍‌ ଓ ବର୍ଗରରେ ଅଧିକ ମାତ୍ରାରେ ବ୍ୟବହାର କରାଯାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ମାୟୋନିଜ୍‌ କେଶର ଅନେକ ସମସ୍ୟାକୁ ବି ଦୂର କରିବାରେ ବେଶ୍‌ ଲାଭଦାୟକ ହୋଇଥାଏ। ଏହା କେଶ ଝଡ଼ିବାକୁ ରୋକିଥାଏ ଏବଂ ରୂପି…

ଲାଉକୁ ଏମିତି ବ୍ୟବହାର କଲେ ପାଚିଲା କେଶ ହେବ କଳା, ଆଉ ଚନ୍ଦାପଣରୁ ବି ମିଳିବ ମୁକ୍ତି

ସମସ୍ତଙ୍କୁ କଳା କେଶ ଭଲ ଲାଗିଥାଏ। କିନ୍ତୁ ଯେତେବେଳେ ଏହା ବୃଦ୍ଧାବସ୍ଥାରେ ଧଳା ହେବାକୁ ଲାଗିଥାଏ, ତ ବହୁତ ଖରାପ ଦିଶିଥାଏ। ସେହିପରି ସମୟ ପୂର୍ବରୁ ଚନ୍ଦାପଣର ଶିକାର ହେବା ବି ଭଲ ଲାଗି ନ ଥାଏ। ଯେତେବେଳେ କେଶରେ ମିଲେନିନ୍‌ ପିଗ୍‌ମେଣ୍ଟେଶନର ଅଭାବ ଦେଖାଦିଏ, ସେତେବେଳେ କେଶ ନିଜର କଳା…

ପ୍ରତିଦିନ ନୁହେଁ, ସପ୍ତାହରେ ଥରେ ହିଁ ଲଗାନ୍ତୁ ଏହି ହେୟାର ମାସ୍କ, ସବୁଦିନ କେଶ ରହିବ ଲମ୍ବା, ଘନ ଓ କଳା

ଅତି ମାତ୍ରାରେ ଝଡ଼ୁଥିବା କେଶ ସମସ୍ତଙ୍କୁ ସମସ୍ୟାରେ ପକାଇଥାଏ। ପ୍ରତ୍ୟେକ ମହିଳାଙ୍କର ଇଚ୍ଛା ଥାଏ କି, ତାଙ୍କ କେଶ ଲମ୍ବା, ଘନ ଓ କଳା ରହୁ। କିନ୍ତୁ ଆଜିକା ଦିନରେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର, ପ୍ରଦୂଷଣ ଆଦି କାରଣରୁ କେଶ ରୁକ୍ଷ ଏବଂ ଶୁଷ୍କ ହୋଇଯାଉଛି, ଯାହାକି ଚିନ୍ତାର ବିଷୟ…

ଓଦା କେଶରେ ଭୁଲ୍‌ରେ ବି ଶୁଅନ୍ତୁ ନାହିଁ, ଯଦି ଶୋଉଛନ୍ତି ଏବେଠୁ ହୋଇଯାଆନ୍ତୁ ସାବଧାନ; ନଚେତ୍‌ ହୋଇପାରନ୍ତି ଚନ୍ଦାପଣର…

ବର୍ଷାଦିନେ ମହିଳାମାନେ ସାଧାରଣତଃ କେଶ ଝଡ଼ିବା ସମସ୍ୟା ଦେଇ ଗତି କରିଥାଆନ୍ତି। ବେଳେବେଳେ ସେମାନେ ଏମିତି କିଛି ଭୁଲ୍‌ କରି ବସନ୍ତି, ଯଦ୍ଦ୍ଵାରା କେଶ ଅଧିକ ମାତ୍ରାରେ ଝଡ଼ିବାରେ ଲାଗିଥାଏ। ଏହାକୁ ନଜରରେ ରଖି ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ସେୟାର କରିବାକୁ ଯାଉଛୁ, ଯାହାକୁ ଆପଣାଇଲେ…

ଆପଣଙ୍କୁ ଦରକାର କି ଲମ୍ବା ଓ ଘନ କେଶ, ତେବେ ଘରେ ଥିବା ସାମଗ୍ରୀରେ କରନ୍ତୁ ଏମିତି ବ୍ୟବହାର

କିଛି ଲୋକ ଲମ୍ବା କେଶ ରଖିବାକୁ ଖୁବ୍ ପସନ୍ଦ କରିଥାନ୍ତି ।ମାତ୍ର ତାହା କିଛିଟା ମାତ୍ରାରେ ସମ୍ଭବ ହୋଇନଥାଏ କାରଣ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ସହ ପରିବେଶ ସନ୍ତୁଳନ କେଶ ଝଡ଼ିବାର ଏକ ମୁଖ୍ୟ କାରଣ ପାଲଟିଗଲାଣି । ଅନ୍ୟପଟେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ କେଶର ଯତ୍ନ ନେବାବି ଅତ୍ୟନ୍ତ…

ଖରାଦିନେ ଆସୁଛି କି କେଶରୁ ଅଧିକ ଦୁର୍ଗନ୍ଧ? ତ ଏହି ଟିପ୍ସ ଆପଣାଇ ତୁରନ୍ତ କରନ୍ତୁ ଦୂର

ଖରାଦିନେ ବିଶେଷ କରି ତ୍ୱଚା ଓ କେଶର ଖାସ୍‌ ଯତ୍ନ ନେବାକୁ ପଡ଼ିଥାଏ। କାହିଁକିନା, ଝାଳ, ଧୂଳି, ମାଟି ଆଦି ଲାଗି ଏହି ଦୁଇଟି ଯାକ ଏକ୍‌ଦମ ଡ୍ୟାମେଜ ଅବସ୍ଥାକୁ ଚାଲି ଯାଇଥାଏ। ଯଦି କେଶର କଥା ହେବା, ତେବେ ଖରାଦିନେ ଏହାକୁ ଠିକ୍‌ ଭାବେ ଦେଖାଶୁଣା ନ କରିବା ଦ୍ୱାରା ଏଥିରୁ ଦୁର୍ଗନ୍ଧ…

କେବଳ ଖାଦ୍ୟ ପାଇଁ ନୁହେଁ, କେଶ ପାଇଁ ଭାରି ଉପକାରୀ ହୋଇଥାଏ ଜିରା

ଜିରା ଏକ ଗୁଳ୍ମଜାତୀୟ ସପୁଷ୍ପକ ବୃକ୍ଷ । ବିଭିନ୍ନ ଦେଶରେ ଜିରା ଏକ ମସଲା ରୂପେ ଜଣାଶୁଣା । ଏହାକୁ ଗୋଟା ଓ ଗୁଣ୍ଡ ଉଭୟ ପ୍ରକାରେ ବ୍ୟବହାର କରାଯାଏ । ବହୁ ପୁରାତନ କାଳରୁ ଜିରାର ବ୍ୟବହାର ହୋଇ ଆସୁଅଛି । ଯେକୌଣସି ତରକାରୀ ପ୍ରସ୍ତୁତ କଲା ବେଳେ ଜିରା ଆବଶ୍ୟକ ହୁଏ । ଜିରା ଖାଦ୍ୟର ସ୍ୱାଦ…