କେଶ ଝଡିବା ଏବଂ ଧଳା କେଶରୁ ମୁକ୍ତି ଦେବ ଏହି ପରିବାର ଚୋପାର ପାଣି, ଆଜି ହିଁ ଟ୍ରାଏ କରନ୍ତୁ
କେଶ ଧଳା ହେବା, ଦୁର୍ବଳ ହେବା ଆଜିକାଲି ସାଧାରଣ ସମସ୍ଯା ହୋଇଗଲାଣି। ଏଏହି ସମସ୍ଯାରୁ ରକ୍ଷା ପାଇବା ପାଇଁ ଅନେକ ପ୍ରକାର ଉପାୟ ଆପଣାନ୍ତି। କିନ୍ତୁ ଏହାର କୌଣସି ପ୍ରଭାବ ପଡୁନାହିଁ। ଏମିତିରେ କେଶ ଧଳା ହୋଇଯିବା ଏବଂ ନୂଆ କେଶ ଉଠିବାକୁ ନେଇ ଆପଣ ଆଳୁ ଚୋପାର ବ୍ଯବହାର କରିପାରିବେ। ଏହାକରିବା…