ମନଯୋଗ ଦେଇ ରୋଷେଇ କରୁଥିଲେ ମହିଳା, ହଠାତ୍ କେଶରେ ଲାଗିଗଲା ନିଅାଁ; ଅଥଚ ଜାଣି ନ ପାରି ଦୀର୍ଘ ସମୟ ଯାଏ ଥିଲେ…
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, ଜଣେ ମହିଳା ରୋଷେଇ କରୁଥିବା ବେଳେ ହଠାତ୍ ତାଙ୍କ କେଶରେ ନିଅାଁ ଲାଗି ଯାଉଛି। ଆଶ୍ଚର୍ଯ୍ୟର କଥା, ଏତେ ବଡ଼ ଅଘଟଣ ଘଟୁଥିଲେ ମଧ୍ୟ ମହିଳା ଜଣକ ସାମାନ୍ୟ ବି ଆଭାସ ପାଇ ପାରି ନ ଥିଲେ। ଏହାର ଦୀର୍ଘ…