Browsing Tag

hair fall

ଏହି ଫୁଲର ତେଲ କେଶ ମୂଳକୁ ମଜବୁତ କରେ, ୨ ସପ୍ତାହ ମଧ୍ୟରେ କେଶ ଝଡ଼ିବା କମ୍‌ କରିଥାଏ

ସଜନା ସାଗ ଖାଇବାକୁ ସମସ୍ତେ ବହୁତ୍‌ ପସନ୍ଦ କରିଥାଆନ୍ତି । ସଜନା ଶାଗ ଭଳି ସ୍ୱାସ୍ଥ୍ୟ ପାଇଁ ଉପକାରୀ ସଜନା ଫୁଲ । ଲହି ଦିନରେ ସଜନା ଶାଗ ପ୍ରଚୁର ପରିମାଣରେ ମିଳିଥାଏ । ଏହା ଏକ ପନିପରିବା ଯାହା ଶରୀରରେ ଡାଇବେଟିସ୍‌ ସନ୍ତୁଳନ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ସଜନା ଶାଗରେ ଅନେକ…

କ୍ୟାନସର ରୋଗ ଚିକିତ୍ସା ସମୟରେ କେଶ ଝଡେ କାହିଁକି, ଜାଣନ୍ତୁ ଏପରି ହେବାର କାରଣ

କ୍ୟାନସର ଏକ ଗମ୍ଭୀର ଏବଂ ମାରାତ୍ମକ ରୋଗ । ଯଦି ଉଚିତ ସମୟରେ ଏହି ରୋଗର ଚିକିତ୍ସା ନକରାଯାଏ ତେବେ ଏହା ମଣିଷ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । କେମୋଥେରାପୀ କ୍ୟାନସର ଚିକିତ୍ସାର ଏକ ପ୍ରଭାବୀ ଓ ପ୍ରଚଳିତ ଉପାୟ । କ୍ୟାନସରର ଚିକିତ୍ସା ସମୟରେ ଅଧିକାଂଶ ଲୋକଙ୍କ କେଶ ଝଡିଥାଏ । ଏହି…

ଚନ୍ଦାପଣର କାରଣ ହୋଇପାରେ ମାତ୍ରାଧିକ ମଦ୍ୟପାନ ଏବଂ ସ୍ମୋକିଙ୍ଗ

ବର୍ତ୍ତମାନର ଆଧୁନିକ ଜୀବନଶୈଳୀରେ ଅନେକ ଅସ୍ୱାସ୍ଥ୍ୟକର ଅଭ୍ୟାସ ଆମ ଜୀବନରେ ଯୋଡ଼ି ହୋଇଛି । ଏହି ଅଭ୍ୟାସ ମଧ୍ୟରୁ ସ୍ମୋକିଙ୍ଗ ଏବଂ ଡ୍ରିଙ୍କିଙ୍ଗ ଅନ୍ୟତମ । ଏହି ଦୁଇଟି ଅଭ୍ୟାସ ଦ୍ୱାରା ଶରୀରରେ ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥାଏ । ଏଭଳି ଭୟଙ୍କର ସମସ୍ୟା ବିଷୟରେ ଲୋକମାନେ ଜାଣିଥିଲେ…

କେଶ ଝଡ଼ିବା କମୁନାହିଁ କି? ଜାଣନ୍ତୁ ଶରୀରରେ କେଉଁ ଭିଟାମିନ୍‌ ଅଭାବ ଥିଲେ କେଶ ଝଡ଼ିଥାଏ

ଆଜିକାଲି ଅନେକ ଲୋକ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ ରହୁଛନ୍ତି। କିନ୍ତୁ ସେମାନେ ଏହା ଜାଣି ନ ଥାଆନ୍ତି ଯେ କେଶ ଝଡ଼ିବା ପଛରେ କ’ଣ ରହିଛି ପ୍ରକୃତ କାରଣ। କେବଳ ଯେ ବାହ୍ୟ ସମସ୍ୟା ଏଥିପାଇଁ ଦାୟୀ ହୋଇ ନ ଥାଏ, ବେଳେବେଳେ ଶରୀରରେ ଏମିତି କିଛି ଭିଟାମିନ୍‌ର ଅଭାବ ରହିଥାଏ, ଯଦ୍ଦ୍ଵାରା…

ଏହି ଭିଟାମିନ ଅଭାବରୁ ଝଡିଥାଏ କେଶ, ଖାଦ୍ୟରେ ଜରୁର ସାମିଲ କରନ୍ତୁ ଏହି ଜିନିଷ

ଶରୀରରେ ଜିଙ୍କ ଭିଟାମିନ କମ ହେବ କାରଣରୁ କେଶ ଝଡିଥାଏ | ଏଥିଯୋଗୁ ଇମ୍ୟୁନିଟି ବି କମ ହୋଇଥାଏ ଏବଂ ଓଜନ ମଧ୍ୟ କମିଥାଏ | ଆପଣ ଭୋଜନରେ ଜିଙ୍କ ଭରପୁର ଥିବା ଖାଦ୍ୟ ପଦାର୍ଥ ଜରୁର ସାମିଲ କରନ୍ତୁ | କରୋନା ପରେ ଅଧିକାଂଶ ଲୋକଙ୍କ କେଶ ଝଡ଼ିବା ସମସ୍ୟା ଦେଖାଯାଇଛି | ଏହାର କାରଣ ହେଉଛି ଶରୀରରେ…

ଶୀତଦିନେ ପ୍ରଚୁର ଚୁଟି ଝଡ଼ୁଥିଲେ ଆଦୌ ଟେନ୍ସନ ନିଅନ୍ତୁନି, ଆପଣାନ୍ତୁ ଏସବୁ ଘରୋଇ ଉପାୟ ଜମା ଉପୁଡ଼ିବନି

ପୁରୁଷ ଏବଂ ମହିଳା ଉଭୟେ ଚାହାନ୍ତି ନିଜ ଚୁଟି ସବୁବେଳେ କଳା ରହୁ। ମହିଳା ମାନେ ଚାହାନ୍ତି ତାଙ୍କ ଚୁଟି କଳା ,ଲମ୍ବା ଏବଂ ଘନ ହେଉ। ଚୁଟିକୁ ମଜଭୁତ ରଖିବା ପାଇଁ ସମସ୍ତେ ନିଜ ଚୁଟିର ଯଥେଷ୍ଟ ଯତ୍ନ ନେଇଥାନ୍ତି। ଚୁଟିରେ ସାମ୍ପୁ ଓ କଣ୍ଡିସନର ଲଗାନ୍ତି। ଅଧିକାଂଶ ମହିଳା ନିଜ ଚୁଟି ମଜଭୁତ…

କ’ଣ ପାଇଁ ଚୁଟିରେ ଦୁଇଥର ଶାମ୍ପୁ ଲଗାଇବା ପାଇଁ ଦିଆଯାଇଥାଏ ପରାମର୍ଶ, ଜାଣନ୍ତୁ

ଖରାଦିନେ ତ୍ୱଚା ସାଙ୍ଗକୁ କେଶର ମଧ୍ୟ ଖାସ୍‌ ଯତ୍ନ ନେବା ଉଚିତ। ଏହିଦିନେ ଶରୀରରୁ ଝାଳ ବାହାରିବା ଭଳି ମୁଣ୍ଡରେ ମଧ୍ୟ ଝାଳ ସୃଷ୍ଟି ହୋଇଥାଏ, ଯଦ୍ଦ୍ଵାରା କି କେଶ ଓଦା ହୋଇଯାଏ ଏବଂ ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଏପରି କି, ଝାଳ ଯୋଗୁ କେଶ ମୂଳ କୁଣ୍ଡାଇ ହୋଇଥାଏ। ଖରାଦିନେ ସପ୍ତାହକୁ…

ହେୟାର କଲର ପାଇଁ ନିୟମିତ ବ୍ୟବହାର କରନ୍ତୁ ଆଳୁ ଚୋପା ସିରମ୍‌, ଘନ କେଶ ପାଇଁ ଏହା ଖୁବ ଉପଯୋଗୀ

କେଶକୁ କଳା କରିବା ପାଇଁ ଅନେକ ଜଣ କେମିକାଲ କଲରକୁ ବ୍ୟବହାର କରିଥାନ୍ତି। ସହଜ ଓ ଖୁବ କମ ସମୟ ମଧ୍ୟରେ ହେୟାର ଡାଇ ବା ହେୟାର କଲର କରିବାକୁ ସମସ୍ତେ ଚାହିଁଥାନ୍ତି। କିନ୍ତୁ କେମିକାଲର ଖରାପ ପ୍ରଭାବ କେଶ ଉପରେ ପଡ଼ିଥାଏ। ଯଦ୍ୱାରା କେଶ ଝଡ଼ିବା ସମସ୍ୟା ଉପୁଜିଥାଏ। ସବୁଠୁ ବଡ଼ କଥା ହେଉଛି ଧଳା…

କେଶ ଝଡ଼ିବା ସହ ରୁପି ସମସ୍ୟାକୁ ଦୂର କରିଥାଏ ଘିଅ, ଜାଣନ୍ତୁ ଲଗାଇବା ବିଧି

ପୂର୍ବ ସମୟରେ କେଶକୁ ମଜବୁତ କରିବା ପାଇଁ ଲୋକ ଅନେକ ଘରୋଇ ଉପାୟ ଆପଣାଉଥିଲେ। ମୁଣ୍ଡରେ ଦହି, ଲହୁଣୀ , କ୍ଷୀର ସହ ଘିଅ ମଧ୍ୟ ଲଗାଉଥିଲେ । କାରଣ ଘିଅ କେଶ ପାଇଁ ଅନେକ ଫାଇଦା ଯୋଗାଇଥାଏ। କେଶକୁ ମୂଳରୁ ମଜବୁତ କରିବା ପାଇଁ ଏହା ପୋଷଣ ଦେଇଥାଏ। ଏହାଦ୍ୱାରା କେଶର ସବୁ ସମସ୍ୟା ଦୂର ହୋଇଯାଏ।  …

ଡାଏଟରେ ସାମିଲ କରନ୍ତୁ ଏହିସବୁ ଜିନିଷ: ବୟସ ହେବା ଯାଏଁ ଝଡିବନି କେଶ

କେଶ ଝାଡ଼ିବା ବର୍ତ୍ତମାନ ସମୟରେ ଏକ ସାଧାରଣ ସମସ୍ୟା ହୋଇଗଲାଣି। କେଶ ଝଡା ରୋକିବା ଏବଂ ଚିକିତ୍ସା କଥା ପଡିଲେ ଅନେକ ଲୋକ ନିଜର ଖାଦ୍ୟକୁ ଅଣଦେଖା କରୁଥିବା ମାମଲା ସାମ୍ନାକୁ ଆସେ । ପୁଷ୍ଟିକର ଖାଦ୍ୟ ଅଭାବରୁ କେଶ ଝଡ଼ିବା ଆରମ୍ଭ ହୋଇଥାଏ । କିନ୍ତୁ ସଠିକ୍ ଖାଦ୍ୟ ଖାଇବା ଦ୍ୱାରା କେଶ ଝଡ଼ିବା…

ବିଲେଇଠାରୁ ଝିଅକୁ ହେଲା ଏମିତି ସଂକ୍ରମଣ, ହଠାତ ଝଡ଼ିଗଲା ମୁଣ୍ଡର ସବୁ କେଶ

ଏକ ବିଲେଇକୁ ପାଳିବା ଏତେ ମହଙ୍ଗା ପଡ଼ିଯିବ ବୋଲି ଚୀନର ଏକ ପରିବାର କେବେ ବି ଭାବି ନ ଥିଲେ। ବିଲେଇଠାରୁ ଝିଅକୁ ଏମିତି ସଂକ୍ରମଣ ହେଲା ଯେ ଏକ ସପ୍ତାହ ଭିତରେ ହିଁ ମୁଣ୍ଡର କେଶ ଝଡ଼ିବା ଆରମ୍ଭ ହୋଇଗଲା। ଏବେ ପୂରା ପରିବାର ଛୋଟ ଝିଅଟିକୁ ହୋଇଥିବା ଏଭଳି ସଂକ୍ରମଣକୁ ନେଇ ଚିନ୍ତିତ ଅଛନ୍ତି।…

ଶୀତରେ କେଶ ଝଡ଼ିବା ସମସ୍ୟା ଅଧିକ ଦେଖାଯାଉଛି କି? ତେବେ ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

ଶୀତ ଋତୁର ମଜା ବଡ଼ ନିଆରା । କାରଣ ସ୍ୱାଦିଷ୍ଟ ଖାଇବା ଏବଂ ଆଳସ୍ୟର ଆନନ୍ଦ ଶୀତ ଦିନେ ନିଆଯାଇଥାଏ । ଏସବୁ ମଧ୍ୟରେ ଶୀତ ଦିନେ ଥଣ୍ଡା-କାଶ ଠାରୁ ଆରମ୍ଭ କରି ତ୍ୱଚା ଏବଂ କେଶ ସମ୍ପର୍କିତ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏହି ଦିନରେ କେଶ ନିଜର ସୌନ୍ଦର୍ଯ୍ୟ ହରାଇଥାଏ। ଏହି କାରଣରୁ କେଶରେ ଅଧିକ…