ଏହି ଫୁଲର ତେଲ କେଶ ମୂଳକୁ ମଜବୁତ କରେ, ୨ ସପ୍ତାହ ମଧ୍ୟରେ କେଶ ଝଡ଼ିବା କମ୍ କରିଥାଏ
ସଜନା ସାଗ ଖାଇବାକୁ ସମସ୍ତେ ବହୁତ୍ ପସନ୍ଦ କରିଥାଆନ୍ତି । ସଜନା ଶାଗ ଭଳି ସ୍ୱାସ୍ଥ୍ୟ ପାଇଁ ଉପକାରୀ ସଜନା ଫୁଲ । ଲହି ଦିନରେ ସଜନା ଶାଗ ପ୍ରଚୁର ପରିମାଣରେ ମିଳିଥାଏ । ଏହା ଏକ ପନିପରିବା ଯାହା ଶରୀରରେ ଡାଇବେଟିସ୍ ସନ୍ତୁଳନ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ସଜନା ଶାଗରେ ଅନେକ…