Browsing Tag

hair loss

ଖରାଦିନେ ଗ୍ରୀନ୍‌ ଟି ପ୍ୟାକ୍‌ ତିଆରି କରି ମୁଣ୍ଡରେ ଲଗାନ୍ତୁ, ମିଳିବ ଅନେକ ଫାଇଦା

ଖରାଦିନେ ବିଶେଷ କରି ତ୍ୱଚା ଓ କେଶର ଖାସ୍‌ ଯତ୍ନ ନେବାକୁ ପଡ଼ିଥାଏ । କାହିଁକି ନା ଖରାଦିନରେ ଗରମ ଓ ଝାଳ ଯୋଗୁ ଏହା ଉଭୟ କେଶ ଓ ତ୍ୱଚାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ । କହିବାକୁ ଗଲେ ବିଶେଷ ଭାବେ ଏହି ସମୟରେ ବହୁତ ମାତ୍ରାରେ କେଶ ଝଡ଼ିବାକୁ ଲାଗିଥାଏ ।  କାହିଁକିନା, ଝାଳ, ଧୂଳି, ମାଟି…

ଆପଣଙ୍କ ପ୍ରିୟ ଷ୍ଟାର ଆୟୁଷ୍ମାନ କେମିତି ହୋଇଛନ୍ତି ଚନ୍ଦାପଣର ଶିକାର, ଏହି ସମସ୍ୟା ପାଇଁ ସେ କଣ କରୁଛନ୍ତି ଦେଖନ୍ତୁ…

ବଲିଉଡର ସବୁଠାରୁ ଟ୍ୟାଲେଣ୍ଟେଡ୍ ଆକ୍ଟରଙ୍କ ଲିଷ୍ଟରେ ସାମିଲ ଥିବା ଅଭିନେତା ଆୟୁଷ୍ମାନ ଖୁରାନା ପୁଣି ଥରେ ଜବରଦସ୍ତ ଧମାକା କରିଛନ୍ତି। ନିକଟରେ ତାଙ୍କର ଆଗାମି ଫିଲ୍ମ ‘ବାଲା’ର ଟ୍ରେଲର ରିଲିଜ୍ ହୋଇଛି। ରିଲିଜ୍ ହେବାର ମାତ୍ର କିଛି ସମୟ ଭିତରେ ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଲେଣି। ଏହି…

କେଶ ସମସ୍ୟା ରହୁଛି କି? ତେବେ ଲଗାନ୍ତୁ ଅଙ୍ଗୁରରୁ ପ୍ରସ୍ତୁତ ମାସ୍କ, ଦେବ ଆଶ୍ଚର୍ଯ୍ୟ ପ୍ରକାର ଫାଇଦା

ଅଙ୍ଗୁର ଏକ ଏମିତି ଫଳ ଯାହା ସମସ୍ତଙ୍କୁ ଖାଇବାକୁ ଭଲଲାଗେ, ବିଶେଷକରି ଅଙ୍ଗୁରରେ ଥିବା ପୋଷକ ତତ୍ବ ଶରୀରକୁ ଶକ୍ତି ଯୋଗାଉଥିବାରୁ ଏହା ଦୁର୍ବଳ ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଭିଟାମିନ ସି, ଆଣ୍ଟି ଅକ୍ସିଡେଣ୍ଟ ଓ କାର୍ବୋହାଇଡ୍ରେଟ୍ସ ଶରୀରକୁ ବହୁତ ଫାଇଦା…

ଜାଣନ୍ତୁ ପୁରୁଷଙ୍କ କେଶ ଝଡିବାର ୫ ମୁଖ୍ୟ କାରଣ : ଅଣଦେଖା କରନ୍ତୁ ନାହିଁ, ନଚେତ୍ ସମୟ ପୂର୍ବରୁ ହୋଇଯିବେ ଚନ୍ଦା

କେଶ ଝଡିବା ଏକ ସାଧାରଣ ସମସ୍ଯା । କିନ୍ତୁ ଯଦି ଦେଖାଯାଏ ତେବେ ପୁରୁଷମାନଙ୍କଠାରେ ଏହି ସମସ୍ଯା ଅଧିକ ଦେଖାଦିଏ । ପ୍ରତିଦିନ ସମସ୍ତଙ୍କ ମୁଣ୍ଡରୁ ୫୦ ରୁ ୬୦ କେଶ ଝଡିଥାଏ କିନ୍ତୁ କିଛି ଲୋକଙ୍କର ଅଧିକ ଝଡୁଥିବାର ଅଭିଯୋଗ ରହିଛି । ଯାହା ସମାନ୍ଯ ନୁହେଁ । ଯାହାକୁ ଅଣଦେଖା କରିବା ଅନୁଚିତ୍ ।…

କେଶ ଝଡିବାକୁ ନେଇ ଚିନ୍ତିତ କି? ତେବେ ଖାଆନ୍ତୁ ଏହି ଭିଟାମିନ୍

ମହିଳା ହେଉ ବା ପୁରୁଷ ସମସ୍ତେ ଚାହାନ୍ତି ନିଜ ହେଲ୍ଥ ଏବଂ ଲୁକ୍ କୁ ସବୁବେଳେ ପରଫେକ୍ଟ ରଖିବା ପାଇଁ। ଏଥିପାଇଁ ଆମେ ବିଭିନ୍ନ ଉପାୟ ମଧ୍ଯ ଅବଲମ୍ବନ କରିଥାଉ । ତାହା ତ୍ବଚା ପାଇଁ ହେଉ କି ଶରୀରର ଫିଟନେସ୍ ପାଇଁ । ହେଲେ ଆଜିକାଲି ପ୍ରାୟେ ସମସ୍ତଙ୍କଠାରେ ଗୋଟେ ସମାନ ଅସୁବିଧା ଦେଖିବାକୁ…