କେଶକୁ କଳା କରିବା ପାଇଁ ମେହେନ୍ଦିରେ ମିଶାନ୍ତୁ ଏହି ଜିନିଷ, କେଶର ଅନେକ ସମସ୍ୟା ହେବ ଦୂର
ଆଜିକାଲି କମ୍ ବୟସରେ କେଶରେ ଅନେକ ସମସ୍ୟା ହେବାକୁ ଲାଗିଛି । ଯେପରି କେଶ ଝଡିବା, ଧଳା ହୋଇଯିବା ଭଳି ଅନେକ ସମସ୍ୟା ଦେଖାଯାଉଛି । ତେବେ ଏଥିପାଇଁ କେଶକୁ କଳା କରିବା ପାଇଁ ହେୟାର କଲର ଏବଂ ଅନ୍ୟାନ୍ୟ ପ୍ରକାରର ଜିନିଷ ବଜାରରେ ଉପଲବ୍ଧ ହେଉଛି । ଏଗୁଡ଼ିକ କେଶକୁ କଳା କରିଦିଏ କିନ୍ତୁ ଏହାକୁ…