Browsing Tag

haircut

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ନିଜର ନୂଆ ଲୁକ୍‌ ବାଛିଲେ ବିରାଟ କୋହଲି, ଦୁବାଇ ସେଲୁନ୍‌ରେ କରାଇଲେ ହେୟାର କଟ୍‌

ଫ୍ୟାନମାନଙ୍କ ପାଇଁ ଆଜି ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଯେତିକି ଖାସ୍‌ ରହିଛି, ସେତିକି ବିରାଟ କୋହଲିଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ମ୍ୟାଚ୍‌ ମାଧ୍ୟମରେ ବିରାଟ ଟି୨୦ ଅନ୍ତର୍ଜାତୀୟରେ ନିଜର ୧୦୦ ମୁକାବିଲା ପୂରଣ କରିବେ। ବିରାଟ କୋହଲି ଭାରତର ଏମିତି ଜଣେ…

ନିଆରା ଅଫର ଦେଲେ ସେଲୁନ ମାଲିକ: ଟିକା ନେଇଥିଲେ କେଶ ଓ ଦାଢ଼ି କାଟି ପାରିବେ ଗ୍ରାହକ

ବିହାର ସ୍ଥିତ ଦରଭଙ୍ଗା ଜିଲ୍ଲାରେ ଜଣେ ସେଲୁନ ମାଲିକ ନିଜ ଗ୍ରହକ ମାନଙ୍କୁ ଏକ ନିଆରା ଅଫର ଦେଇଥିବାର ଜଣାପଡିଛି । ଟିକା ନେଇଥିବା ଗ୍ରାହକଙ୍କର କେଶ ଓ ଦାଢ଼ି ସେ ମାଗଣାରେ କାଟୁଛନ୍ତି । ଦରଭଙ୍ଗା ସହରର ବାଇତା ଛକରେ ଶମ୍ଭୁ କୁମାର ଠାକୁରଙ୍କର ସେଲୁନ୍‌ ରହିଛି । ନିଜ ଜିଲ୍ଲାରେ ଟିକାକରଣ…

କାହାର ସାହାଯ୍ୟ ନେଲେ ନାହିଁ, ଘରେ ହିଁ ନିଜେ ନିଜର ଚୁଟି କଟିଲେ ସଚିନ ତେନ୍ଦୁଲକର, ଫଟୋ ପୋଷ୍ଟ କରି ମାଗିଲେ ମତାମତ

କରୋନା ଭାଇରସ ଯୋଗୁ ଭାରତରେ 3 ମେ' ଯାଏ ଲକଡାଉନ ଲାଗୁ ହୋଇଛି। ଏଭଳି ସମୟରେ କ୍ରିକେଟରମାନେ ନିଜକୁ ବ୍ୟସ୍ତ ରଖିବା ପାଇଁ ଘରେ ନିଜେ ନିଜର ହେୟାର କଟ ଏବଂ ସେଭିଂ କରୁଥିବାର ନଜର ଆସୁଛନ୍ତି। ଏବେ ଏଥିରେ ସଚିନ ତେନ୍ଦୁଲକରଙ୍କ ନାଁ ମଧ୍ୟ ଯୋଡି ହୋଇଯାଇଛି। ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର…

ଗୋଟିଏ କି ଦୁଇଟା ନୁହେଁ ପୁରା ୨୭ଟି କଇଁଚିରେ ହେୟାରକଟ୍ କରନ୍ତି ଏହି ବ୍ୟକ୍ତି, ଆଶ୍ଚର୍ଯ୍ୟ ହେବେ ଦେଖି ଭିଡିଓ

ବ୍ୟକ୍ତିକୁ ଷ୍ଟାଇଲିଶ୍ ଲୁକ୍ ଦିଏ ଷ୍ଟାଇଲିଶ୍ ହେୟାରକଟ୍ । ଏହି ଷ୍ଟାଇଲିଶ୍ ହେୟାରକଟ୍ ପାଇଁ ଆମେ କେତେ ପରିଶ୍ରମ କରୁ । କେତେ ଯେ ପାର୍ଲର ଯାଉ ଠିକ୍ ନାହିଁ । କାରଣ ଯେମିତି ଆମର ଲୁକ୍ ସବୁଠୁ ସୁନ୍ଦର ଲାଗିବ । କିନ୍ତୁ ଆମ ଚିନ୍ତାଠୁ ଅଧିକ ଚିନ୍ତା ଆମ କେଶ କାଟୁଥିବା ବ୍ୟକ୍ତିର । ଯଦି…