କେଶ ଝଡ଼ିବା ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର
ଶୀତ ଋତୁ ଆସିବା ମାତ୍ରେ ଲୋକମାନଙ୍କର କେଶ ଝଡ଼ିବା ଆରମ୍ଭ କରେ। ବାସ୍ତବରେ, ଅଧିକାଂଶ ଲୋକ ଏହି ସମସ୍ୟା ଦ୍ୱାରା ଅସୁବିଧାରେ ରୁହନ୍ତି। ଏ ସବୁ ସମସ୍ୟା ଏତେ ଜୋର୍ରେ ବଢ଼ି ଚାଲୁଛି, ଯାହାର ସମାଧାନ ଅତି କଷ୍ଟକର ମନେ ହେଉଛି । ଏ ସମସ୍ୟାର ମୁଖ୍ୟ କାରଣ ହେଲା – ପ୍ରଦୂଷଣ, ଷ୍ଟ୍ରେସ୍, ଠିକ୍…