ସାମ୍ନାକୁ ଆସିଲା ‘କୁବୁଲ ହେ’ ଫେମ୍ ସୁରଭି ଜ୍ୟୋତିଙ୍କ ହଳଦୀ ସେରିମନିର ଝଲକ, ଭାଇରାଲ ହେଉଛି ଫଟୋ
ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଜ୍ୟୋତି ତାଙ୍କର ଲଙ୍ଗଟାଇମ୍ ବଏଫ୍ରେଣ୍ଡ ସୁମିତ ସୁରିଙ୍କୁ ବିବାହ କରିବାକୁ ଯାଉଛନ୍ତି । ଅକ୍ଟୋବର ୨୭ ଅର୍ଥାତ ଶନିବାର ଦିନ, ସେ ତାଙ୍କର ପ୍ରି-ୱେଡିଙ୍ଗ ଫଟୋ ସେୟାର କରି ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । 'କୁବୁଲ ହେ' ଫେମ୍ ସୁରଭି…