Browsing Tag

half born dead body

ଯାଜପୁର ସୁନାରୀ ଗାଁର କିଆବୁଦା ମୂଳରେ ପଡିଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ଯାଜପୁର (କେନ୍ୟୁଜ୍): କିଆବୁଦା ମୂଳରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିଛି ମୃତଦେହ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ସୁନାରୀ ଗାଁର ଘଟଣା। ମୃତ ମହିଳା ଜଣକ ମଙ୍ଗଳବାର ରାତିରୁ ନିଖୋଜ ଥିଲେ। ଗତକାଲି ଧର୍ମଶାଳା ଥାନାରେ ଭଉଣୀ ନିଖୋଜ ହେବା ନେଇ ତାଙ୍କ ଭାଇ, ଅଭିଯୋଗ କରିଥିଲେ।…

ପୁରୀ ସଦର ତଳଜଙ୍ଘ ନଈକୂଳରୁ ମାଟି ତଳୁ ଯୁବତୀଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର, ୬ ଅଟକ

ପୁରୀ: ମାଟିତଳୁ ଯୁବତୀଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୋଲିସ ଦ୍ୱାରା ୬ ଜଣ ଅଟକ ଅଛନ୍ତି। ପୁରୀ ସଦର ତଳଜଙ୍ଘ ନଈକୂଳରୁ ମାଟି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମବ୍ୟାପାରକୁ ନେଇ ଯୁବତୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ତଦନ୍ତ…