ଆମ୍ବ ତୋଟାରୁ ସାଇକେଲ ସହ ଅର୍ଦ୍ଦଦଗ୍ଧ ମୃତଦେହ ଜବତ
ଅନୁଗୋଳ : ନାଲକୋ ଥାନା ଗୋପୀନାଥପୁର ଗାଁର ଆମ୍ବ ତୋଟାରୁ ମଙ୍ଗଳବାର ଦିନ ପୁଲିସ ଅର୍ଦ୍ଦଦଗଗ୍ଧ ମୃତଦେହ ଜବତ କରିଛି। ମୃତକ ହେଲେ ଆଠମଲ୍ଲିକ ଆଡିକଟା ଗାଁର ସୁଶାନ୍ତ ରାଉତ। ସୂଚନାଥାଉ କି, ସୁଶାନ୍ତ ଦୀର୍ଘଦିନ ହେବ ନାଲକୋ ଅଞ୍ଚଳରେ ଏକ ରାସନ ଦୋକାନ କରି ନିଜ ପରିବାର ଚଳାଉଥିଲେ। ଗତ ୧୯ତାରିଖ…