ହାଟ ଭିତରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ପରେ ପୋଡ଼ି ଦେଇଥିବା ସନ୍ଦେହ
କରଞ୍ଜିଆ: ହତ୍ୟା କରି ପୋଡ଼ିଦେଲେ ! । ହାଟ ଭିତରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । କରଞ୍ଜିଆ ଠାକୁରମୁଣ୍ଡା ଥାନା କେନ୍ଦୁଜୁଆଣି ହାଟ ଭିତରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । କେହି ଦୁର୍ବୃତ୍ତ ହତ୍ୟା କରି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ…