Browsing Tag

hand grenade to save women

କମ୍‌ ହେବ ମହିଳାଙ୍କ ସହିତ ହେଉଥିବା ଅତ୍ୟାଚାର, ବିପଦ ସମୟରେ ରକ୍ଷା କରିବ ହ୍ୟାଣ୍ଡ ଗ୍ରେନେଡ୍‌

ଏଣିକି କମ୍‌ ହେବ ମହିଳାଙ୍କ ଉପରେ ହେଉଥିବା ଅପରାଧ,ଅତ୍ୟାଚାର ଓ ଦୁଷ୍କର୍ମ। ଦେଶରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ଯୁବକ ତିଆରି କଲେ ବଢ଼ିଆ ସେଫ୍ଟି ହ୍ୟାଣ୍ଡ ଗ୍ରେନେଡ। ପ୍ରସିଦ୍ଧ ୭ ବ୍ଲାକ ବେଲ୍ଟ ଇନ୍‌ ତାଇକୋଣ୍ଡୋ ରଚନା ରାଜେନ୍ଦ୍ର ଚୌରେସିୟା ବାରଣାସୀର ଜଣେ ଯୁବ ବୈଜ୍ଞାନିକ…