ସାବଧାନ ! ଏପରି ବ୍ୟବହାର କରୁଛନ୍ତି କି ସାନିଟାଇଜର, ଭୋଗିପାରନ୍ତି ଏହି ସମସ୍ୟା
କରୋନା ମହାମାରୀ କାରଣରୁ ସାନିଟାଇଜର ଆମ ଜୀବନର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି। ସାନିଟାଇଜର ଆପଣଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ। ଏହା ଭାଇରସ୍ ଏବଂ ବ୍ୟାକ୍ଟେରିଆକୁ ବ୍ୟାପିବାରୁ ଅଟାକାଇବ। WHO ଏବଂ CDS ଜଣାଇଛନ୍ତି ଯେ ସାବୁନରେ ହାତ ଧୋଇବା ବ୍ୟତୀତ ୬୦ ପ୍ରତିଶତ…