ସୁପ୍ରଭାଙ୍କ ନିଆରା ପ୍ରୟାସ, ଅଦରକାରୀ ଜିନିଷରେ କରୁଛନ୍ତି ଚିତ୍ରକଳା
ଅଦରକାରୀ ଜିନିଷରୁ ସୁନ୍ଦର ସୁନ୍ଦର ଜିନିଷ ପ୍ରସ୍ତୁତ କରି ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି ଜଣେ ଗୃହିଣୀ । ବଜ୍ୟବର୍ସ୍ତୁକୁ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ଦ୍ୱାରା ପରିବେଶ ପ୍ରଦୂଷଣକୁ ରୋକାଯାଇପାରୁଛି । ଯାଜପୁର ପୌରପାଳିକା ଶ୍ରୀରାମପୁର ଅଞ୍ଚଳର ସୁପ୍ରଭା ସାହୁ…