Browsing Tag

hanging body found

ରାଜାରାଣୀ ଏକ୍ସପ୍ରେସ ପାଇଖାନା ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର (କେନ୍ୟୁଜ): ରାଜାରାଣୀ ଏକ୍ସପ୍ରେସରୁ ଝୁଲନ୍ତା ମୃତଦେହ ଉଦ୍ଧାର। ଗତକାଲି ରାତିରେ ରାଜାରାଣୀ ଏକ୍ସପ୍ରେସରୁ ଓଡ଼ିଶା ରେଲୱେ ପୋଲିସ୍ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତଦେହଟି ପାଇଖାନା ଭିତରୁ ଉଦ୍ଧାର କରାଯାଇଛି । ବ୍ୟକ୍ତି ଜଣଙ୍କ ଝୁଲନ୍ତା…

ଭଡାଘରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଯାଜପୁର (କେନ୍ୟୁଜ): ଭଡାଘରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ରୋଡ଼ ଥାନା ନହକା ତେନ୍ତୁଲି ଖୁଣ୍ଟା ରାସ୍ତା କଡ଼ରେ ଥିବା ଏକ ଭଡାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ ତାହାରପୁର ଅଞ୍ଚଳର ରାକେଶ…

ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ଜବତ ହେଲା ଦମ୍ପତି ଓ ଝିଅର ଗଳିତ ଶବ

କୋଲକାତା : କୋଲକାତାର ଏକ ଆପାର୍ଟମେଣ୍ଟରୁ ଏକ ଦମ୍ପତି ଓ ତାଙ୍କ ଝିଅଙ୍କର ଗଳିତ ଶବ ଉଦ୍ଧାର ହୋଇଛି । ଶବଗୁଡିକ ଝୁଲନ୍ତା ଅବସ୍ଥାରେ ଥିବା ଦେଖାଯାଇଥିଲା । କୋଲକାତା ରିଜେଣ୍ଟ ପାର୍କ ହାଉସିଂ ସୋସଇଟିର ଏକ ବନ୍ଦ ଘରୁ ଦୁର୍ଗନ୍ଧ ବାହାରୁଥିବା ପରେ ପାଖ ପଡୋଶୀ ଅଭିଯୋଗ କରୁଥିଲେ । ଉକ୍ତ ଘରଟି…

କଟକ ଖାନନଗର ପାର୍କ ନିକଟରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ

କଟକ(କେନ୍ୟୁଜ୍): କଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି।  ବୃଦ୍ଧ ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ବାଦାମବାଡ଼ି ଥାନା ପୋଲିସ୍ ପହଞ୍ଚି ତଦନ୍ତ ଜାରି…

ପରିତ୍ଯକ୍ତ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ଯା ଅଭିଯୋଗ ଆଣିଲେ ପରିବାର ଲୋକ

ଜଳେଶ୍ବର(କେନ୍ୟୁଜ୍): ପରିତ୍ଯକ୍ତ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ। ମୃତ ଯୁବକ ଜଣକ ଭୋଗରାଇ ବ୍ଲକ ଅନ୍ତର୍ଗତ ସରବଣୀ ଗ୍ରାମର ଶମ୍ଭୁ ଭଞ୍ଜ। ଯୁବକଙ୍କୁ ହତ୍ଯା କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ। ତାଳସାରୀ ମେରାଇନ୍ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍…

ଝୁଲନ୍ତା ଅବସ୍ଥାରେ ମିଳିଲା ନବବଧୂଙ୍କ ମୃତଦେହ, ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର(କେନ୍ୟୁଜ୍):ଦେଢ଼ବର୍ଷରେ ସରିଗଲା ସଂସାର ସୁଖ। ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଏପଟେ ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଯୌତୁକ ପାଇଁ ହତ୍ୟା କରାଯାଇଥିବା ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି। ମୃତକ ସୁଶ୍ରୀ ସଂଗୀତା ବସ୍ତିଆ। ଭୁବନେଶ୍ୱର…

ରାଜଧାନୀରେ ଚାଞ୍ଚଲ୍ୟ: ରାସ୍ତା କଡ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରସ୍ଥିତ ହୋଟେଲ ମେ ଫେୟାର ଛକ ନିକଟ ଏକ ଗଛରୁ ମୃତଦେହ ଉଦ୍ଧାର ହୋଇଛି। ନିକଟରେ ଥିବା ପାଚେରୀ ଉପରେ ଚପଲ, ପ୍ୟାଣ୍ଟ ସାର୍ଟ, ଗାମୁଛା ଓ ସାଲ୍‌ ଥୁଆ ହୋଇଛି। ତେବେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କାରଣ…

ଗଛରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ, ସନ୍ଦେହଜନକ ଭାବେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବେଗୁନିଆ (କେନ୍ୟୁଜ): ରାତିରେ ଖୋଜିଲା ପୋଲିସ ଆଉ ସକାଳୁ ସକାଳୁ ସନ୍ଦେହଜନକ ଭାବେ ଝୁଲନ୍ତା ଅବସ୍ଥାରେ ଏକ ଆମ୍ବ ଗଛରୁ ମିଳିଲା ମୃତଦେହ। ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ । ବେଗୁନିଆ ବାଘମାରୀ ଥାନାର ଓସ୍ତପୁର ଗାଁରେ ଦେଖବାକୁ ମିଳିଛି ଏହି ଅଭାବନୀୟ ଘଟଣା। ଓସ୍ତପୁର ଗାଁର ଗଣେଶ୍ଵର ସାହୁ…

ଜାମୁକୋଳି ଗଛରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦାରିଙ୍ଗବାଡି(କେନ୍ୟୁଜ୍‌): ଜାମୁକୋଳି ଗଛରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଝିଞ୍ଜିରିଗୁଡ଼ା ପଞ୍ଚାୟତ ଅଧିନ ବାଡୁନ ଘାଟି ପୂର୍ତ୍ତ ବିଭାଗ ରାସ୍ତା କଡ଼ ବିଲମାଳ ନିକଟରେ ଥିବା ଏକ ଜାମୁକୋଳି ଗଛରେ ଦେଖିବାକୁ ମିଳିଛି ଏହି ଘଟଣା…

ଜଙ୍ଗଲରୁ ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘଟଗାଁ(କେନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖମଣମୁଣ୍ଡ ନିକଟସ୍ଥ ଅଟେଇ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ପାଟଣା ଥାନା କୁଣ୍ଡଳା ଗ୍ରାମର ଭଗବତ ଦାସ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ହାଇଡ୍ରୋସିଲ…

ଆମ୍ବ ତୋଟାରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଠାବ, ପ୍ରକୃତ କାରଣ ଅସ୍ପଷ୍ଟ

ହିଞ୍ଜିଳିକାଟୁ(କେନ୍ୟୁଜ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମ ଆମ୍ବ ତୋଟାରୁ ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଠାବ। ଆଜି ସକାଳୁ ଗ୍ରାମ ଲୋକେ ଉଭୟଙ୍କର ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇଁ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ…

ରାଉରକେଲା ସରକାରୀ ଡାକ୍ତରଖାନାରୁ ଚିକିତ୍ସାଧୀନ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା (କେନ୍ୟୁଜ): ମେଡିକାଲରୁ ଝୁଲନ୍ତା ମୃତଦେହ ଉଦ୍ଧାର । ରାଉରକେଲା ସରକାରୀ ଡାକ୍ତରଖାନାରୁ ଚିକିତ୍ସାଧୀନ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ କୁଆରମୁଣ୍ଡା ବ୍ଲକ ରିଉ ଗ୍ରାମର ୪୦ବର୍ଷୀୟ ସହର ଝରା । ସେ ଅସ୍ଥିଶଲ୍ୟ ବିଭାଗ ବେଡ ନମ୍ବର ୯୨ରେ ଚିକିତ୍ସାଧୀନ ଥିଲେ ।…