ନିଷ୍ପାପ ପିଲାର ମହାନ୍ ବୁଦ୍ଧି, ହନୁମାନଙ୍କ ମୂର୍ତ୍ତି ଧରି କ୍ଷତ ଜାଗାରେ ଲଗାଇଦେଉଛି ଔଷଧ
ସୋସିଆଲ ମିଡିଆରେ ପ୍ରତିଦିନ ଏଭଳି ଜିନିଷ ସାମ୍ନାକୁ ଆସେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ ଗୋଟିଏ ନିଷ୍ପାପ ଶିଶୁର ଭଗବାନଙ୍କ ପ୍ରତି ଥିବା ଭଲପାଇବା ସ୍ପଷ୍ଟ ଦେଖିବାକୁ ମିଳୁଛି । ଯାହା ଦେଖିବା ସମସ୍ତଙ୍କ ହୃଦୟକୁ ଛୁଇଁଛି ।…