ଅଭିନେତ୍ରୀ ନଗମାଙ୍କୁ ମନ ଦେଇ ବସିଥିଲେ ଗାଙ୍ଗୁଲି, ହେଲେ ଡୋନା ଛାଡପତ୍ର ଦେବା କହିବାରୁ ପ୍ରେମକୁ ଜଳାଞ୍ଜଳି ଦେଇଥିଲେ…
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୧ ବର୍ଷରେ ପାଦ ଥାପିଛନ୍ତି । ଗାଙ୍ଗୁଲି ଭାରତର ସବୁଠୁ ସଫଳ ଅଧିନାୟକ ମଧ୍ୟରେ ଅନ୍ୟତମ । ଇଣ୍ଟରନ୍ୟାସନାଲ କ୍ରିକେଟରେ ଭାରତ ପାଇଁ ସବୁଠାରୁ ଅଧିକ ରନ୍ କରିଥିବା କ୍ରିକେଟର ମଧ୍ୟରେ ୪ର୍ଥ ସ୍ଥାନରେ ରହିଛନ୍ତି । ଖେଳ ଭଳି ନିଜ…